Daily Archives

December 22, 2018

ଦିନକ ପରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ! ୨୪ ତାରିଖ ଦିନ ୧ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ମୋଦି ।

କନକ ବ୍ୟୁରୋ : ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ପରେ ମୋଦିଙ୍କ ଫୋକସରେ ଓଡିଶା । ମାସକ ଭିତରେ ମୋଦି ଓଡିଶାକୁ ତିନି ଥର ଆସୁଥିବା ଗସ୍ତସୂଚୀ ଚୂଡାନ୍ତ ହୋଇଛି । ଆସନ୍ତା ୨୪ ତାରିଖରେ ଓଡିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ମୋଦି । ଦିନ ଗୋଟାଏରେ ଭୁବନେଶ୍ୱର…

କାଳିଆ ଯୋଜନାକୁ ଓଡିଶା ସଂସ୍କୃତି ସହ ଯୋଡ଼ିଲେ ନିରଞ୍ଜନ ! କହିଲେ, ରାଜ୍ୟ ସରକାରଙ୍କୁ ଜଣା ନାହିଁ ଓଡିଶାର ସଂସ୍କୃତି,…

କନକ ବ୍ୟୁରୋ: ଓଡିଶାର ସଂସ୍କୃତି ଓ ପରମ୍ପରା ବିଷୟରେ ରାଜ୍ୟ ସରକାରଙ୍କ କୌଣସି ଜ୍ଞାନ ନାହିଁ ! କାଳିଆ ଯୋଜନାକୁ ନେଇ କିଛି ଏଭଳି ମନ୍ତବ୍ୟ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟନାୟକ । ସେ କହିଛନ୍ତି ଚାଷ କାମ କାଳିଆ ନୁହେଁ ବଳିଆ ବୁଝିଥାନ୍ତି । ତେଣୁ ଏହା ଏକ ଅବାସ୍ତବ ପ୍ରସ୍ତାବ । …

ଓଡ଼ିଶା ସ୍କୁଲରେ ଓଡିଆ କହିବା ପାପ ! ଇଂରାଜୀ ମିଡିୟମ୍ ସ୍କୁଲରେ ଓଡିଆ କହିଲେ ଛାତ୍ରଛାତ୍ରୀଙ୍କୁ ଦିଆଯାଉଛି ମାଡ଼ ।

କନକ ବ୍ୟୁରୋ : ଇଂରାଜୀ ମାଧ୍ୟମ ସ୍କୁଲରେ ଓଡ଼ିଆ ମନା । ଏମିତି ପାଟିରୁ ଓଡ଼ିଆ ବାହାରିଲେ ଅପମାନିତ ହେବାକୁ ବି ପଡୁଛି । ଛାତ୍ରଛାତ୍ରୀ ହୁଅନ୍ତୁ ବା ଅଭିଭାବକ, ସ୍କୁଲ ପରିସରରେ ଓଡ଼ିଆ କହିଲେ, ଅତି ଅଭଦ୍ର ଭାଷାରେ ଗାଳି କରାଯାଉଥିବା ଅଭିଯୋଗ ହୋଇଛି । ଏଭଳି ଏକ ସଂଘାତିକ୍ ଅଭିଯୋଗ ହୋଇଛି ଗଂଜାମ…

ଉତ୍ତର ଭାରତରେ ଶୀତର ଲହରୀ ! ଜାମ୍ମୁକାଶ୍ମୀର, ସିମଲାରେ ବରଫପାତ ଜାରି, ୪ ଡିଗ୍ରୀ ଛୁଇଁଲା ଦିଲ୍ଲୀ ତାପମାତ୍ରା ।

କନକ ବ୍ୟୁରୋ : ବରଫ ଚାଦର ତଳେ ଜାମ୍ମୁ କାଶ୍ମୀର  । ଦେଶର ଅଧିକାଂଶ ଭାଗରେ ଏବେ ଶୀତର ଲହରୀ  । କେଉଁଠି ନିଆଁ ପାଲଟିଛି ସାହାରା ତ ପୁଣି କେଉଁଠି ବରଫର ମୋଟା ଆସ୍ତରଣ ଭିତରେ ପାଗର ମଜା ନେଉଛନ୍ତି ପର୍ଯ୍ୟଟକ  । ଅନ୍ୟପଟେ ପ୍ରବଳ ଶୀତରେ ଜୀବନହାନି ପରି ଖବର ବି ସାମ୍ନାକୁ ଆସିଛି  । ଦେଶରେ…

‘କାଳିଆ’ ଯୋଜନା ଘୋଷଣା ପରେ ପରେ କାହିଁକି ଛୁଟିରେ ଗଲେ ସମବାୟ ସଚିବ ରଂଜନା ଚୋପ୍ରା? କ୍ୟାବିନେଟ୍ ଏଜେଣ୍ଡା ଡ୍ୟାଫ୍ଟ…

କନକ ବ୍ୟୁରୋ: ‘କାଳିଆ’ ଯୋଜନାକୁ ନେଇ ରାଜନୈତିକ କଥା କଟାକଟି ଚାଲିଥିବା ବେଳେ ସାମନାକୁ ଆସିଛି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା । ଗୋଟିଏ ପଟେ କୃଷକଙ୍କ ପାଇଁ କାଳିଆ ଯୋଜନା କେତେ ସହାୟକ ହେବ ଚର୍ଚ୍ଚା ଚାଲିଥିଲା, ଅନ୍ୟପଟେ ଯୋଜନା ଘୋଷଣା ହେବା ପରେ ପରେ ସମବାୟ ସଚିବ ରଂଜନା ଚୋପ୍ରା ଛୁଟିରେ…

‘କାଳିଆ’ ଯୋଜନାକୁ ନେଇ ଆରମ୍ଭ ହେଲା ହିସାବ ନିକାଶ ! ଉଠିଲା ପ୍ରଶ୍ନ, କେତେ ଲାଭ ପାଇବେ ଚାଷୀ, କେବେ ଲାଗୁ ହେବ ଯୋଜନା…

କନକ ବ୍ୟୁରୋ : କାଳିଆ ଯୋଜନାରୁ ଚାଷୀଙ୍କୁ କେବେ ମିଳିବ ଲାଭ ? କେବେଠାରୁ ଚାଷୀଙ୍କ ପାଖରେ ସିଧାସଳଖ ପହଂଚିବ ସହାୟତା ରାଶି ? କାଳିଆ ଯୋଜନାର ଘୋଷଣା ପରେ ଏହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଏପଟେ ଏହି ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରିବା ସମସ୍ତଙ୍କ ଦାୟିତ୍ୱ ବୋଲି କହିଛନ୍ତି…