Daily Archives

December 14, 2018

ସରକାରଙ୍କ ମାଗଣା ସ୍ୱାସ୍ଥ୍ୟ ସେବା । ଜଗତସିଂହପୁରରେ କିଡନୀ ରୋଗୀଙ୍କର ହେବ ଚିକିତ୍ସା , ଖୋଲିଲା ଡାଏଲିସିସ୍ କେନ୍ଦ୍ର

କନକ ବ୍ୟୁରୋ : ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପିପିସି ମୋଡରେ କାର୍ଯ୍ୟକ୍ଷମ ହୋଇଛି ଏକ ଡାଏଲିସିସ୍ କେନ୍ଦ୍ର । ତେବେ ଏହାକୁ ମିଶାଇ ଚଳିତ ୨୦୧୮- ୧୯ ଆର୍ଥିକ ବର୍ଷରେ ମୋଟ୍ ୧୯ଟି ନୂତନ ଡାଏଲିସିସ୍ କେନ୍ଦ୍ର କାର୍ଯ୍ୟକ୍ଷମ ହେଲାଣି ଏବଂ ଖୁବ୍ ଶୀଘ୍ର ଆଉ ୭ଟି କାର୍ଯ୍ୟକ୍ଷମ…

ନେପାଳରେ ହେଲା ନୋଟ୍ ବନ୍ଦୀ : ଆଜି ଠାରୁ ଚାଲିବନି ୨୦୦, ୫୦୦ ଓ ୨୦୦୦ ଟଙ୍କିଆ ଭାରତୀୟ ନୋଟ୍ । ଭାରତୀୟଙ୍କ ଉପରେ କ’ଣ…

ଭାରତ ସରକାର ବିମୁଦ୍ରାକରଣ ଘୋଷଣା କରିବା ପରେ ଭାରତର ନୂଆ ମୁଦ୍ରା ନେପାଳରେ ବେଆଇନ ଘୋଷଣା କରାଯାଇଛି । ନେପାଳରେ ଆଜି ୨ହଜାର, ୫ଶହ ଓ ୨ଶହ ଟଙ୍କିଆ ନୋଟ୍ ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଇଛି । ଏବେ ଏହି ଭାରତୀୟ ମୁଦ୍ରାକୁ ନିଜ ସହିତ ନେଇ ନେପାଳ ଯିବା, ନିଜ ପାଖରେ ରଖିବା ଓ ଏହି ନୋଟ୍…

ପୁଣି ରେଳରେ ବାହାରିଲା ଚାକିରି । ବିନା କୌଣସି ପରୀକ୍ଷାରେ ହେବ ସିଧା ନିଯୁକ୍ତି, ତୁରନ୍ତ କରନ୍ତୁ ଆବେଦନ

(Western Railway Recruitment 2018)ପଶ୍ଚିମ ରେଲୱେ ନିଯୁକ୍ତିରେ ୩୫୫୩ ପଦବୀରେ ନିଯୁକ୍ତି ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଆପଣଙ୍କୁ ଏଠାରେ ଆମେ କହି ରଖୁଛୁ କି, ଏହି ନିଯୁକ୍ତି ଅପରେଟିଂ ପଦବୀ ପାଇଁ ହେବାକୁ ଯାଉଛି । ଯୋଗ୍ୟ ଆଶାୟୀ ପ୍ରାର୍ଥୀ ଆରଆରସି ଡବ୍ଲୁଆରର ଆଧିକାରୀକ…

ପୁଣି ଆସୁଛି ବର୍ଷା: ଆସନ୍ତା ୧୬ରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା, ୧୭ରେ ଏହି ସବୁ ଜିଲ୍ଲାରେ ପ୍ରବଳ…

କନକ ବ୍ୟୁରୋ : ଘନିଭୂତ ହେବାରେ ଲାଗିଛି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ପ୍ରଭାବରେ ଆସନ୍ତା ୧୬ ତାରିଖରୁ ସାରା ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ସେହିପରି ଲଘୁଚାପ କାରଣରୁ ଆସନ୍ତାକାଲିଠାରୁ ଦକ୍ଷିଣ ଓଡିଶାରେ ସାମାନ୍ୟ ଧରଣର ବର୍ଷା ଆଶଙ୍କା ବୋଲି ପୂର୍ବାନୁମାନ କରିଛି…

ବିଜୟ ମାଲ୍ୟାଙ୍କୁ ନେଇ ନୀତିନ ଗଡକରୀଙ୍କ ବୟାନ : କହିଲେ, ବିଜୟ ମାଲ୍ୟାଙ୍କୁ ଚୋର କହିବା ଠିକ୍ ନୁହେଁ 

ବିଜୟ ମାଲ୍ୟାଙ୍କୁ ଚୋର କହିବା ଠିକ୍ ନୁହେଁ । ଗୋଟେ ଥର ବ୍ୟାଙ୍କରୁ ଋଣ ନେଇ ଶୁଝି ନଥିବା ବିଜୟ ମାଲ୍ୟାଙ୍କୁ ଚୋର କହିବା ଠିକ ହେବନି ବୋଲି କହିଛନ୍ତି କେନ୍ଦ୍ରୀୟ ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନିତିନ ଗଡ଼କରୀ । ୪୦ବର୍ଷ ଧରି ମାଲ୍ୟା ଏପର୍ଯ୍ୟନ୍ତ ସବୁବେଳେ ସଠିକ ସମୟରେ ୠଣ ପୈଠ…

ରାଜଭବନ ଅଭିମୁଖେ କୃଷକ ରାଲି । ପ୍ରାଇସ ,ପ୍ରେଷ୍ଟିଜ ଓ ପେନସନ ଦାବିରେ ପୁଣି ରାଜରାସ୍ତାକୁ ଓହ୍ଲାଇଲେ ଅନ୍ନଦାତା

କନକ ବ୍ୟୁରୋ : ରାଜଭବନ ଅଭିମୁଖେ କୃଷକ ରାଲି । ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବିରେ ପୁଣି କୃଷକଙ୍କ ଆନ୍ଦୋଳନ । ରାଜଭବନରେ ରାଜ୍ୟପାଳଙ୍କୁ ଭେଟିବା ଲକ୍ଷ୍ୟରେ କୃଷକଙ୍କ ଏକ ପଦଯାତ୍ରା ଯାଉଛି । ଭୁବନେଶ୍ୱର ରଘୁନାଥପୁରରୁ କୃଷକଙ୍କ ପଦଯାତ୍ରା ବାହାରିଛି । ଅକ୍ଷୟ କୁମାରଙ୍କ ନେତୃତ୍ୱରେ ନବ…