ପୁଣି ରେଳରେ ବାହାରିଲା ଚାକିରି । ବିନା କୌଣସି ପରୀକ୍ଷାରେ ହେବ ସିଧା ନିଯୁକ୍ତି, ତୁରନ୍ତ କରନ୍ତୁ ଆବେଦନ
(Western Railway Recruitment 2018)ପଶ୍ଚିମ ରେଲୱେ ନିଯୁକ୍ତିରେ ୩୫୫୩ ପଦବୀରେ ନିଯୁକ୍ତି ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଆପଣଙ୍କୁ ଏଠାରେ ଆମେ କହି ରଖୁଛୁ କି, ଏହି ନିଯୁକ୍ତି ଅପରେଟିଂ ପଦବୀ ପାଇଁ ହେବାକୁ ଯାଉଛି । ଯୋଗ୍ୟ ଆଶାୟୀ ପ୍ରାର୍ଥୀ ଆରଆରସି ଡବ୍ଲୁଆରର ଆଧିକାରୀକ ୱେବସାଇଟ୍ https://rrc-wr.com/କୁ ଯାଇ ୯ ଜାନୁଆରୀ ୨୦୧୯, ସନ୍ଧ୍ୟା ୫ଟା ସୁଧା ଅନଲାଇନ ଆବେଦନ କରିପାରିବେ । ତେବେ ଚାକିରି ସମ୍ବନ୍ଧିତ ସବିଶେଷ ବିବରଣୀ ଆମେ ନିମ୍ନରେ ବିସ୍ତାର ଭାବରେ ଆଲୋଚନା କରିଛୁ ।
Kanak News is now on WhatsApp
Join and get latest news updates delivered to you via WhatsApp
ଶିକ୍ଷାଗତ ଯୋଗ୍ୟତା
ମୋଟ ଉପରେ ୫୦ ପ୍ରତିଶତ ଅଙ୍କ ବା ମାର୍କ ସହିତ ୧୦ମ ଶ୍ରେଣୀ ପାସ୍ କରିଥିବା ଦରକାର ।
ଟେକନିକାଲ ଯୋଗ୍ୟତା
ଏନସିବିଟି/ଏସସିବିଟିରୁ ସମ୍ବନ୍ଧିତ ଆଇଟିଆଇ ପ୍ରମାଣ ପତ୍ର ପ୍ରାସଂଗୀକ ବ୍ୟାପାରରେ ଅର୍ନିବାର୍ଯ୍ୟ ଅଟେ ।
ବୟସ ସୀମା
ଆଶାୟୀ ପ୍ରାର୍ଥୀଙ୍କର ବୟସ ସୀମା ୧୫ରୁ ୨୪ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ।
ଆବେଦନ ଶୁଳ୍କ
ଜେନେରାଲ/ ଓବିସି ବର୍ଗର ଆଶାୟୀପ୍ରାର୍ଥୀଙ୍କ ପାଇଁ ୧୦୦ ଟଙ୍କା । ଡେବିଟ୍ କାର୍ଡ କ୍ରେଡିଟ୍ କାର୍ଡ, ନେଟ ବ୍ୟାଙ୍କିଂ ମାଧ୍ୟମରେ ପରୀକ୍ଷା ଶୁଳ୍କ ପେମେଂଟ କରିପାରିବେ ।
ଗୁରୁତ୍ୱପୂର୍ଣ୍ଣ ତାରିଖ
୧୦ ଡିସେମ୍ବର ୨୦୧୮ରୁ ୦୯ ଜାନୁଆରୀ ୨୦୧୯ ସନ୍ଧ୍ୟା ୫ଟା ମଧ୍ୟରେ ଆବେଦନ କରିପାରିବେ ।
କିଭଳି କରିବେ ଆବେଦନ
ଯୋଗ୍ୟ ଆଶାୟୀପ୍ରାର୍ଥୀ ଆରଆରସି ଡବ୍ଲୁଆରର ଆଧିକାରୀକ ୱେବସାଇଟ https://rrc-wr.com/ରେ ୦୯ ଜାନୁଆରୀ ୨୦୧୯ ସୁଧା ଅନଲାଇନ ଆବେଦନ କରିପାରିବେ ।
ଚାକିରି କରିବାର ସ୍ଥାନ
ମୁମ୍ବାଇ ଏବଂ ମହାରାଷ୍ଟ୍ର
ଚୟନ ପ୍ରକ୍ରିୟା
ଆଶାୟୀ ପ୍ରାର୍ଥୀଙ୍କର ଚୟନ ମେରିଟ୍ ଉପରେ ଆଧାରିତ ।