Daily Archives

December 14, 2018

ଖେଳୁ ଖେଳୁ ଗରମ ପାଣି ଭର୍ତ୍ତି ୱାଶିଙ୍ଗ ମେସିନ୍ ଭିତରକୁ ପଶିଗଲା ଶିଶୁ, ତା’ପରେ ହେଲା ହୃଦୟ ବିଦାରକ ଦୁର୍ଘଟଣା

ଦୁବାଇର ଅଜମାନରେ ହୃଦୟ ବିଦାରକ ଦୁର୍ଘଟଣା ଘଟିଛି । ଅଜମାନରେ ୱଶିଙ୍ଗ ମେସିନରେ ପଶି ଜଣେ ୪ବର୍ଷୀୟ ଶିଶୁର ମୃତ୍ୟୁ ଘଟିଛି । ୱାଶିଙ୍ଗ ମେସିନରେ ଗରମ ପାଣି ଭର୍ତ୍ତି ଥିଲା, ଯେଉଁଥିରେ ଶିଶୁଟି ବୁଡିଗଲା । ପୁଅଟି ନିଜ ଘରେ ଜେଜେ ମା’ ଓ ଦାଦାଙ୍କ ସହ ଥିଲା, ସେତେବେଳେ ହଠାତ୍ ସେ ୱାଶିଙ୍ଗ…

ରାଫେଲ ପାଇଁ କଂଗ୍ରେସ-ବିଜେପି କଳି । ସୁପ୍ରିମକୋର୍ଟଙ୍କ ରାୟ ପରେ ରାହୁଲଙ୍କୁ ଘେରିଲା ବିଜେପି, କଂଗ୍ରେସ ରଖିଲା ଜବାବ…

ରାଫେଲ ଡିଲ୍ ସର୍ମ୍ପକରେ ସୁପ୍ରିମକୋର୍ଟଙ୍କ ରାୟ ପରେ ତେଜିଛି ରାଜନୀତି । ଜାତୀୟ ରାଜନୀତିର ଦୁଇ ପ୍ରମୂଖ ପ୍ରତିଦ୍ୱନ୍ଦୀ ବିଜେପି ଓ କଂଗ୍ରେସ ମଧ୍ୟରେ ଚାଲିଛି ଆରୋପ ପ୍ରତ୍ୟାରୋପ । ରାଫେଲ ଡିଲ୍ ସର୍ମ୍ପକରେ ସୁପ୍ରିମକୋର୍ଟରେ କଂଗ୍ରେସ ଦାୟର କରିଥିବା ସମସ୍ତ ଆବେଦନ ଖାରିଜ କରିଛନ୍ତି…

ଭାଇ ହେବ ତ ମୁକେଶଙ୍କ ଭଳି.. ଯେଉଁ ଭାଇ ଝଗଡା କରି ହୋଇଯାଇଥିଲା ଅଲଗା-ସର୍ବପ୍ରଥମେ କରିଥିଲେ ତାକୁ ହିଁ ସାହାର୍ଯ୍ୟ

କଥାରେ ଅଛି ସେ ଯେତେ ବଡ ଲଢେଇ ହୋଇଥାଉ ନା କାହିଁକି ଭାଇକୁ ଯଦି କୌଣସି ବିପଦ ଆସେ ତେବେ ଆଉ ଜଣେ ଭାଇ ତାକୁ ସାମ୍ନା କରିବାକୁ ଆଗେଇ ଆସିଥାଏ । ଯାହାର ଏକ ବଡ ଉଦାହରଣ ହେଉଛି ଅମ୍ବାନୀ ପରିବାର । ଅନୀଲ ଅମ୍ବାନୀ ଏବଂ ମୁକେଶ ଅମ୍ବାନୀ ସଂପର୍କରେ ଦୁଇ ଭାଇ । ହେଲେ ଧୀରୂଭାଇ ଅମ୍ବାନୀଙ୍କ…

କୁକୁଡା ମରା ଅଭିଯାନ ଆରମ୍ଭ : ପଶୁସଂପଦ ମନ୍ତ୍ରୀ କହିଲେ, କ୍ଷତିଗ୍ରସ୍ତଙ୍କୁ ମିଳିବ କ୍ଷତିପୂରଣ

କନକ ବ୍ୟୁରୋ : ପୁରୀ ବ୍ରହ୍ମଗିରି କୃଷ୍ଣପ୍ରସାଦ ବ୍ଲକରେ ଆଜିଠାରୁ କୁକୁଡା ମରା ଅଭିଯାନ ଆରମ୍ଭ ହୋଇଛି । ବିଭିନ୍ନ ଗାଁରେ ବାର୍ଡ ଫ୍ଲ ଚିହ୍ନଟ ହୋଇଥିବା କୃଷି ଓ ପଶୁ ସଂପଦ ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି । ପ୍ରତିକାର ପାଇଁ କୃଷ୍ଣପ୍ରସାଦକୁ ବିଶେଷଜ୍ଞ ଦଳ ଯାଇଛନ୍ତି । ବାର୍ଡ ଫ୍ଲୁ…

ନିର୍ବାଚନ ହାରିଥିବା ବିଜେପି ନେତା ସାଧାରଣ ସଭାରେ ଦେଲେ ଧମକ : କହିଲେ, ଯେଉଁ ଲୋକମାନେ ମୋତେ ଭୋଟ୍ ଦେଇ ନାହାଁନ୍ତି,…

ମଧ୍ୟ ପ୍ରଦେଶ ନିର୍ବାଚନରେ ବିଜେପି ପରାଜିତ ହେଲା । ୧୫ ବର୍ଷ ପରେ କଂଗ୍ରେସ ମଧ୍ୟ ପ୍ରଦେଶରେ ସରକାର ଗଢ଼ିବାକୁ ଯାଉଛି । ଶିବରାଜ ସିଂହ ଚୌହାନ ସରକାରରେ ମନ୍ତ୍ରୀ ଥିବା ଅର୍ଚ୍ଚନା ଚିଟନୀସ ବୁରହାନପୁର ବିଧାନସଭା ହାରିଗଲେ । ଯାହାପରେ ସେ ଏକ ସାଧାରଣ ସଭାରେ ଏମିତି କଥା କହିଛନ୍ତି, ଯାହା…

ମୁଣ୍ଡ ଟେକିଛି ମଣ୍ଡି ସମସ୍ୟା । କ୍ୟାବିନେଟ୍ ନିଷ୍ପତିକୁ ମିଲରଙ୍କ ବେଖାତିର, କେଉଁଠି ଖୋଲୁନି ମଣ୍ଡି ଆଉ କେଉଁଠି…

କନକ ବ୍ୟୁରୋ: ରାଜ୍ୟରେ ମୁଣ୍ଡ ଟେକିଛି ମଣ୍ଡି ବିବାଦ । କଳାହାଣ୍ଡି, ସମ୍ବଲପୁର,ବାଙ୍କୀ ଓ ଜୟପାଟଣା ଭଳି ସ୍ଥାନରେ ଚାଷୀକୂଳଙ୍କୁ ଘାରିଛି ମଣ୍ଡି ଚିନ୍ତା । କେଉଁଠି ମଣ୍ଡିରେ ଚାଷୀଙ୍କ ଠାରୁ ଉପଯୁକ୍ତ ମୂଲ୍ୟରେ ଧାନ କିଣାଯାଉ ନାହିଁ ତ ଅନ୍ୟ କେଉଁଠି ମଣ୍ଡି ଖୋଲା ନଯିବାରୁ ଚାଷୀ କୂଳ ହତାସ…