Daily Archives

December 12, 2018

ନିର୍ବାଚନ ଫଳାଫଳ ପରେ ଖୁସିରେ ଆତ୍ମହରା କଂଗ୍ରେସ ଅଧ୍ୟକ୍ଷ ! ରାହୁଲ ସ୍ପଷ୍ଟ କଲେ ୨୦୧୯ ରେ କ’ଣ ରହିବ ନିର୍ବାଚନୀ…

କନକ ବ୍ୟୁରୋ : ବିଜେପି ସତ୍ତାରୂଢ଼ ରାଜ୍ୟରେ କଂଗ୍ରେସର ବିଜୟ । ଖୁସିରେ ଆତ୍ମହରା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ୫ ରାଜ୍ୟର ନିର୍ବାଚନ ଫଳାଫଳ ଭଲ ସଙ୍କେତ ଦେଉଛି । ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟପ୍ରଦେଶରେ କଂଗ୍ରେସର ବିଜୟ ପରେ ରାହୁଲ ଗାନ୍ଧୀ ମିଡ଼ିଆକୁ…

ଶ୍ରୀମନ୍ଦିର ସଂସ୍କାର ପାଇଁ ଲଢେଇ ଆରମ୍ଭ କରିଥିବା ଆଇନଜୀବୀଙ୍କ ୟୁ ଟର୍ଣ୍ଣ । ‘ବିନ୍ ଭୋଜନ ଭଜନ କାହାଁ’ କହି…

କନକ ବ୍ୟୁରୋ: ଶ୍ରୀମନ୍ଦିର ସଂସ୍କାର ପାଇଁ ଲଢେଇ ଆରମ୍ଭ କରିଥିବା ଆଇନଜୀବୀ ମୃଣାଳିନୀ ପାଢୀ ହଠାତ ୟୁ ଟର୍ଣ୍ଣ ମାରିଛନ୍ତି । ମୃଣାଳିନୀଙ୍କ ଜନସ୍ୱାର୍ଥ ମାମଲାର ବିଚାର କରି ସ୍ରୁପ୍ରିମକୋର୍ଟ ଶ୍ରୀମନ୍ଦିରରେ ସେବାୟତଙ୍କ ଦାନ ଦକ୍ଷିଣା ଉପରେ ରୋକ ଲଗାଇଥିବା ବେଳେ ଏବେ ଖୋଦ ମୃଣାଳିନୀ ସେବାୟତ…

ସଚିବାଳୟରେ ପିଠା ଯୋଜନାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । ସେପଟେ ମଧୁବାବୁ ପେନସନ ଯୋଜନାରେ ଆଉ ୫ ଲକ୍ଷ ହିତାଧିକାରୀ…

କନକ ବ୍ୟୁରୋ : ସଚିବାଳୟରେ ପିଠା ଯୋଜନାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ତେବେ ଏହି ସମୀକ୍ଷା ବେଳେ ମଧୁବାବୁ ପେନସନ ଯୋଜନାରେ ଆଉ ୫ ଲକ୍ଷ ହିତାଧିକାରୀ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା…

ନିର୍ବାଚନ ପୂର୍ବରୁ ନବୀନଙ୍କ ବଡ଼ ଘୋଷଣା । ୫ ଲକ୍ଷ ନୂଆ ମଧୁବାବୁ ପେନସନ୍ ଓ ୪୦ ହଜାର କଳାକାର ଭତ୍ତା ଦେବାକୁ ନିଷ୍ପତି…

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ମଧୁବାବୁ ପେନସନ୍ ଯୋଜନାରେ ଆଉ ୫ ଲକ୍ଷ ହିତାଧୀକାରୀ ପାଇବେ ବାର୍ଦ୍ଧକ୍ୟ ଭତ୍ତା । ଆସନ୍ତା ୧୫ ତାରିଖରୁ ଏହି ନୂଆ ହିତାଧିକାରୀମାନେ ପେନସନ୍ ଯୋଜନାରେ ଉପକୃତ ହେବେ । ରାଜ୍ୟରେ ଜଣେ ବି ଯୋଗ୍ୟ ହିତାଧିକାରୀ ଯେପରି ମଧୁବାବୁ ପେନସନ୍…

କିଏ ହେବେ ମୁଖ୍ୟମନ୍ତ୍ରୀ ? ନିଷ୍ପତି ନେବେ ହାଇକମାଣ୍ଡ, ଧାଡିକିଆ ପ୍ରସ୍ତାବ ଆଣିଲେ ଗେହଲଟ; ସମର୍ଥନ କଲେ ସଚିନ ପାଇଲଟ…

କନକ ବ୍ୟୁରୋ: ରାଜସ୍ଥାନରେ କଂଗ୍ରେସକୁ ବହୁମତ ମିଳିବା ପରେ ମୁଖ୍ୟମନ୍ତ୍ରୀ ଗାଦିକୁ ନେଇ ଆରମ୍ଭ ହୋଇଯାଇଛି ଅଙ୍କକଷା । ବହୁ ସଂଖ୍ୟାରେ ସଚିନ୍ ପାଇଲଟ୍ ଓ ଗହଲୋତଙ୍କ ସମର୍ଥକ ଜମା ହୋଇ ସେମାନଙ୍କ ସପକ୍ଷରେ ନାରାବାଜି କରିଛନ୍ତି । ଏହାରି ଭିତରେ ଶେଷ ହୋଇଛି କଂଗ୍ରେସ ବିଧାୟକ ଦଳ ବୈଠକ ।…

ରାହୁଲଙ୍କ ପୂଜାର୍ଚ୍ଚନାରେ ସନ୍ତୁଷ୍ଟ ହେଲେ ଭଗବାନ ! ଗତକାଲିର ଫଳାଫଳକୁ ନେଇ ଜୋର ଧରିଛି ଏପରି ଚର୍ଚ୍ଚା

କନକ ବ୍ୟୁରୋ : ଗତକାଲି ୫ ରାଜ୍ୟରେ ପ୍ରକାଶ ପାଇଥିବା ନିର୍ବାଚନ ଫଳାଫଳ କେବଲ ରାହୁଲ ଗାନ୍ଧୀଙ୍କ ପୂଜାର୍ଚ୍ଚନା ପାଇଁ ସଫଳ ହୋଇଛି ! ଏହା ଏଥିପାଇଁ କୁହାଯାଉଛି ଯେ, ରାହୁଲ ଗାନ୍ଧୀ ସେହି ୫ ରାଜ୍ୟର ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ଅନେକ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ। ତେଣୁ…