Daily Archives

December 12, 2018

ବିଷ ବି ହୋଇପାରେ ମଣିଷ ପାଇଁ ଲାଭଦାୟକ : ଫୁସଫୁସ ରୋଗରୁ ମୁକ୍ତି ଦେବ ମହୁମାଛି ବିଷ !

ବିଷ ମାନବ ଶରୀର ପାଇଁ ଠିକ୍ ନୁହେଁ । ଏହାର ସେବନ କରିବା ଦ୍ୱାରା ମଣିଷ ନିଜ ଜୀବନ ହାରି ଦେଇପାରେ । ସେଇଠି ଏକ ଗବେଷଣାରୁ ସାମନାକୁ ଆସିଛି ଯେ, କେମିତି ବିଷ ମଣିଷର ରୋଗ ପାଇଁ ଲାଭଦାୟକ ହୋଇପାରେ । ରିସର୍ଚ୍ଚରେ ସାମନାକୁ ଆସିଛି ଯେ, କେମିତି ବିରୁଡି ଓ ମହୁମାଛିର ବିଷ ଫୁସଫୁସ ରୋଗ ପାଇଁ…

ମଧ୍ୟପ୍ରଦେଶରେ ଝାଉଁଳି ପଡିଲା ପଦ୍ମ ! ବିଜେପି ହାତରୁ କାହିଁକି ଚାଲିଗଲା ଶାସନ ଡୋରୀ, ଏହି ୨ଟି କାରଣ ବିଜେପିର ବିଜୟରେ…

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହୋଇସାରିଛି । ୨୩୦ ଆସନ ବିଶିଷ୍ଟ ହୋଇଥିବା ଏହି ବିଧାନସଭା ନିର୍ବାଚନରେ ବହୁମତ ପାଇଁ ୧୧୬ଟି ଆସନ ଜିତିବା ଜରୁରୀ ଥିଲା । ତେବେ କଂଗ୍ରେସ ଏଠାରେ ୧୧୪ଟି ଆସନ ଅକ୍ତିଆର କରିଥିବା ବେଳେ ବିଜେପି ୧୦୯ଟି ଆସନରେ ସିମିତ ରହିଥିଲା । ୨ଟି ଆସନରେ…

ରାଜଧାନୀ ଜାତୀୟ ରାଜପଥ ୧୬ ଏବେ ମରଣଯନ୍ତା ! ବର୍ଷକରେ୧୧୩ଟି ଦୁର୍ଘଟଣା, ୪୩ଜଣ ମୃତ

କନକ ବ୍ୟୁରୋ : ରାଜଧାନୀ ଦେଇ ଯାଇଥିବା ଜାତୀୟ ରାଜପଥ ୧୬ ଏବେ ମରଣଯନ୍ତା ପାଲଟିଛି । ବାରମ୍ବାର ଦୁର୍ଘଟଣା ଯୋଗୁଁ ଲୋକମାନେ ଜାତୀୟ ରାଜପଥରେ ଗାଡ଼ି ଚଳାଇବାକୁ ଭୟ କଲେଣି । ଗତ ବର୍ଷକ ମଧ୍ୟରେ ମଞ୍ଚେଶ୍ୱରରୁ ଖଣ୍ଡଗିରି ଥାନା ଦେଇ ଯାଇଥିବା ଏହି ଜାତୀୟ ରାଜପଥରେ ୧୧୩ଟି ଦୁର୍ଘଟଣାରେ ୪୩ଜଣ…

ଅଭାବୀ ବିକ୍ରି ସାଙ୍ଗକୁ ସମ୍ଭାବ୍ୟ ଲଘୁଚାପ ବର୍ଷା ! ରାଜ୍ୟ ବାହାରକୁ ବେଲଗାମ୍ ଧାନ ଚାଲାଣ୍

କନକ ବ୍ୟୁରୋ : ଅଭାବୀ ବିକ୍ରି ସାଂଗକୁ ସମ୍ଭାବ୍ୟ ଲଘୁଚାପ ବର୍ଷା କାରଣରୁ ଧାନ ଚାଲାଣ ଏବେ ବେଲଗାମ୍‌ । ଦୈନିକ ଶହଶହ ଟ୍ରିପ୍‌ ଧାନ ବାହାର ରାଜ୍ୟକୁ ଚାଲାଣ ହେଉଛି । ଜିଲ୍ଲାରେ ମଣ୍ଡି ଖୋଲିବା ବିଳମ୍ବ ଯୋଗୁଁ ଚାଷୀ ବେହାଲ ହୋଇପଡିଥିବା ବେଳେ ବେପାରୀ କିନ୍ତୁ ମାଲାମାଲ ହେବାରେ…

ଘର କବାଟ ବନ୍ଦ କରି ସ୍ୱାମୀଙ୍କୁ ବାଡେଇଲେ ସ୍ତ୍ରୀ ! ଥାନାରେ ମହିଳାଙ୍କ ବିରୋଧରେ ଏତଲା ଦେଲେ ସ୍ୱାମୀ

କନକ ବ୍ୟୁରୋ : ‘ସାର୍ , ମୋ’ର ସ୍ତ୍ରୀ ମତେ କବାଟ ବନ୍ଦ କରି ବେଲଣା କାଠିରେ ବାଡାଉଛନ୍ତି। ଏହାର ପ୍ରତିବାଦ କରିଲେ ମୋର ବୁଢୀ ମାଆ ଏବଂ ସାନ ଭଉଣୀକୁ ବି ମାରିବାକୁ ପଛାଉ ନଥିଲା ସ୍ତ୍ରୀ..।’ ଏହା ହେଉଛି ଜଣେ ନିର୍ଯ୍ୟାତିତ ସ୍ୱାମୀର ଥାନାରେ ଲିଖିତ ଅଭିଯୋଗ। ଉତ୍ତର ପ୍ରଦେଶର ରାଜଧାନୀ…

‘ହାତ’ ଛିଣ୍ଡାଇଦେଲା ‘ପଦ୍ମ’ ପାଖୁଡ଼ା, ଭୁଶୁଡ଼ିଲା ବିଜେପି ଗଡ଼ । ଆସିଲା କି କଂଗ୍ରେସର ଅଛେ ଦିନ୍…ଖଟିରେ ଚର୍ଚ୍ଚା

କନକ ବ୍ୟୁରୋ: ଯେଉଁ ସରକାର କେନ୍ଦ୍ରରେ ତିନ ତଲାକ ନେଇ ଅଧିକ ଗୁରୁତ୍ୱ ଦେଉଥିଲେ ତାଙ୍କୁ ଆଜି ମିଳିଛି ତିନ୍ ତଲାକ । ଏଭଳି ଚର୍ଚ୍ଚା ଗତକାଲିର ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନୀ ଫଳାଫଳ ପରେ ଚର୍ଚ୍ଚା ଜୋର ଧରିଛି । ସାରା ଦେଶରେ ବିଜେପି ମ୍ୟାଜିକକୁ ଫିକା କରିଦେଇଛନ୍ତି କଂଗ୍ରେସ…