Daily Archives

December 1, 2018

ଅପରାଜିତାଙ୍କ ନୂଆ ଇନିଙ୍ଗସ୍ । ନେତ୍ରୀ ବନିଲେ ଭାଷଣ ଦେଲେ

କନକ ବ୍ୟୁରୋ: ଓଡ଼ିଶାର ଗ୍ରାମାଂଚଳରେ ୬୬ ପ୍ରତିଶତ ପରିବାର ଗରିବ । ଏକଥା ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଜଣାଇଛନ୍ତି । ୨୯ଟି ରାଜ୍ୟରୁ ଶୌଚାଳୟ ନିର୍ମାଣରେ ଓଡ଼ିଶା ସବୁଠାରୁ ପଛରେ ଅର୍ଥାତ୍ ୨୯ ନମ୍ବରରେ । କେନ୍ଦ୍ର ସରକାରରେ କାମ କଲା ବେଳେ ରାଜ୍ୟର ଏଭଳି ତଥ୍ୟ ମୁଁ ଦେଖିଛି । ତେବେ…

ଖଟିରେ ବଡ଼ ଚର୍ଚ୍ଚା । ବିଜୟ, ଦିଲୀପ ଯିବେ କୁଆଡ଼େ । ରାଜ୍ୟସଭା, ଲୋକସଭାକୁ ନେଇ ଗଣିତ କଷାଯାଉଥିବା ସୂଚନା ।

କନକ ବ୍ୟୁରୋ: ବିଜେପିରୁ ଇସ୍ତଫା ଦେବାପରେ ବିଜୟ ମହାପାତ୍ର ଓ ଦିଲୀପ ରାୟ ବିଜେଡିକୁ ଫେରଯିବେ ବୋଲି ଚର୍ଚ୍ଚା ହେଉଛି । ଆଉ ଏଥିପାଇଁ ଦିନ, ସମୟ ଓ ସ୍ଥାନ ଚୂଡାନ୍ତ ହୋଇଥିବା ମଧ୍ୟ ଶୁଣିବାକୁ ମିଳିଛି । କିନ୍ତୁ ଯଦି ଉଭୟ ବିଜେଡ଼ି ଦଳ ବା ଘରକୁ ବାହୁଡ଼ନ୍ତି ତେବେ କେଉଁ ସର୍ତ୍ତାବଳୀ ସହ ବିଜୟ ଓ…

କଟକ ଟୋକାଙ୍କ ଅଭିନବ ପ୍ରୟାସ । ବାଲିଯାତ୍ରାରେ ମିଳୁଛି କଟକ ବୋଲିବାଣୀର ଟି-ସାର୍ଟ

କନକ ବ୍ୟୁରୋ: କଟକ ବାଲିଯାତ୍ରାରେ ମିଳୁଛି ଭିନ୍ନ ଧରଣର ଟି-ସାର୍ଟ । ଯେଉଁଥିରେ କଟକକୁ ନେଇ ଲେଖା ହୋଇଛି ଅନେକ ଢଗ ଏବଂ ଡାଏଲଗ୍ । ନୋକାଲ ଟୋକା, ଖାଂଟି କଟକିଆ, ବିଙ୍ଗ କଟକିଆ, ଆଇ ଲଭ୍ କଟକ ପରି ରହିଛି ଅନେକ ପ୍ରକାରର ଡାଏଲଗ୍ । ସିଲଭର ସିଟି କଟକ ନାମକ ଏକ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟର…

ମନ୍ଦିର ଭିତରେ ମହାପାପ ! ପୂଜକ ସାଜିଲେ ସଇତାନ, ମହିଳାଙ୍କୁ କଲେ ଦୁର୍ବ୍ୟବହାର ।

କନକ ବ୍ୟୁରୋ : ମନ୍ଦିର ଭିତରେ ଦୁଷ୍କର୍ମ । ଏଭଳି ସଂଗୀନ ଅଭିଯୋଗ ଆସିଛି କେନ୍ଦ୍ରାପଡା ଜିଲ୍ଲା ଡେରାବିଶି ଥାନା ଅଂଚଳରେ । ଜଣେ ମହିଳା ଘରେ ସ୍ୱାମୀଙ୍କ ସହ ପାଟିତୁଣ୍ଡ କରି ଗତ ୨୯ ତାରିଖ ଦିନ ପଳାଇ ଆସିଥିଲେ । ଯାହାର ସୁଯୋଗ ନେଇ ଏହି ଅଂଚଳର ଏକ ମନ୍ଦିରର ପୂଜା କରୁଥିବା ପୂଜକ ରଘୁନାଥ…

ଏଣିକି ହାତକୁ ହାତ ମିଳିବ ଘରୋଇ ଗ୍ୟାସ ସିଲିଣ୍ଡର । ଦରକାର ପଡିବନି କୌଣସି ବି ପ୍ରମାଣପତ୍ର

ଅଧିକାଂଶ ସମୟରେ ନଜିର ରହିଛି କି, ଲୋକେ ଘରୋଇ ଗ୍ୟାସ ସିଲିଣ୍ଡର ନେବାକୁ ଚାହୁଁଥିବେ ହେଲେ ଆଡ୍ରେସ ପ୍ରୁଫ୍ ନଥିବା କାରଣରୁ ସେମାନଙ୍କୁ ଏହା ମିଳିପାରିନଥାଏ ।  ତେଣୁ ଏଭଳି ହିଁ କିଛି ଲୋକମାନଙ୍କ ପାଇଁ ଇଣ୍ଡିଆନ ଅଏଲ କର୍ପୋରେସନ ଆଇଏସି ଏକ ଖାସ୍ ସୁବିଧା ଆରମ୍ଭ କରିଛି । ଯାହା ଦ୍ୱାରା…

ବାଲେଶ୍ୱରରେ ପୁଣି ଲଜ୍ଜା: ନିଶା ଦେଇ ବଙ୍ଗୀୟ ନାବାଳିକା ସହ ଗଣଦୁଷ୍କର୍ମ ଅଭିଯୋଗ

କନକ ବ୍ୟୁରୋ: ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକ୍ ଅନ୍ତର୍ଗତ ରସୁଲପୁର ଅଞ୍ଚଳରେ ଜଣେ ବଙ୍ଗଭାଷୀ ନାବାଳିକାକୁ ନିଶା ଔଷଧ ଖୁଆଇବା ପରେ କେତେକ ଦୁର୍ବୃତ୍ତ ତାଙ୍କ ସହ ଗଣଦୁଷ୍କର୍ମ କରିଥିବା କଥା ସେ ଅଭିଯୋଗ କରିଛନ୍ତି।ପଶ୍ଚିମବଙ୍ଗର ରାମନଗର ଅଞ୍ଚଳବାସୀ ସେ ନାବାଳିକାଙ୍କୁ ଶନିବାର ସକାଳେ…