ଆରମ୍ଭରୁ ଝୁଣ୍ଟିଲା ପାକିସ୍ତାନ ! ଜର୍ମାନୀ ଠାରୁ ୧-୦ ଗୋଲରେ ହାରିଲା ଦଳ ।
ପ୍ରଥମ ମ୍ୟାଚରୁ ଝୁଣ୍ଟିଲା ପାକିସ୍ତାନ । ବହୁ ପ୍ରତୀକ୍ଷିତ ‘ପୁଲ-ଡି’ର ଦ୍ୱିତୀୟ ମ୍ୟାଚରେ ଶନିବାର ପାକିସ୍ତାନକୁ ଜର୍ମାନୀ ୧-୦ ଗୋଲରେ ପରାସ୍ତ କରିଛି। ଓଡ଼ିଶା ପୁରୁଷ ହକି ବିଶ୍ୱକପର ୮ମ ମ୍ୟାଚରେ ଉଭୟ ପାକିସ୍ତାନ ଏବଂ ଜର୍ମାନୀର ଖେଳାଳିମାନେ ଲଢୁଆ ପ୍ରଦର୍ଶନ କରିଛନ୍ତି। ଫଳରେ ପ୍ରଥମ…