Daily Archives

December 1, 2018

ସାମ୍ନାକୁ ଆସିଲା ସେଲଟର ହୋମର ସତ ! ଆସୁଥିଲେ ବିଦେଶୀ, କରୁଥିଲେ ଯୌନ ଶୋଷଣ, ବେଆଇନ ସେବାଶ୍ରମରେ ପଡିବ ତାଲା ।

କନକ ବ୍ୟୁରୋ : ସେଲଟର ହୋମରେ ଯୌନ କେଳେଙ୍କାରୀ । ଖୋଦ୍ ଅନୁଷ୍ଠାନର ମୁଖ୍ୟ ଝିଅ ମାନଙ୍କୁ ଜବରଦସ୍ତ କିସ୍ ଓ ହଗ୍ କରୁଥିଲେ । କନକ ନ୍ୟୁଜରେ ଏନେଇ ଅନୁସନ୍ଧାନମୂଳକ ଖବର ପ୍ରସାରଣ ପରେ ସରକାର ଲଗାମ ଲଗାଇଛନ୍ତି । ଢେଙ୍କାନାଳର ଗୁଡ୍ ନ୍ୟୁଜ୍ ଇଣ୍ଡିଆ ସେଲଟର ହୋମକୁ ବନ୍ଦ କରାଯାଇଛି । ଏଥିସହ…

ମଣ୍ଡିରୁ ଉଠୁନି ଧାନ, ଚିନ୍ତାରେ ଅନ୍ନଦାତା । ମିଲର ଓ ପ୍ରଶାସନର ମଧୁଚନ୍ଦ୍ରିକାରେ ପେଷି ହେଉଛନ୍ତି ଚାଷୀ ।

କନକ ବ୍ୟୁରୋ: ମଣ୍ଡିରୁ ଉଠୁନି ଧାନ, ଚିନ୍ତାରେ ଚାଷୀ । ମିଲର ଓ ପ୍ରଶାସନର ମଧୁଚନ୍ଦ୍ରିକାରେ ପେଷି ହେଉଛନ୍ତି ଚାଷୀ । ମଣ୍ଡିକୁ ଧାନ ବିକ୍ରି କରିବାକୁ ଆଣି ମଣ୍ଡିରେ ଜଗୁଆଳୀ ସାଜିଛନ୍ତି ଚାଷୀ । ଏପ୍ରିଲ ସୁଦ୍ଧା ଧାନ କିଣା ସାରିବାକୁ ସରକାର ଟାର୍ଗେଟ ରଖିଥିବା ବେଳେ ଶୀତ କାକର ରାତିରେ…

ଖୋଲାରେ ଶୌଚ କରିବା ପଡିବ ମହଙ୍ଗା ! ଦେବାକୁ ପଡିବ ଜୋରିମାନା । 

ସ୍ୱଚ୍ଛ ଭାରତ ଅଭିଯାନ ଜରିଆରେ କେନ୍ଦ୍ର ସରକାରଙ୍କ ଦ୍ୱାରା ସହରକୁ ସଫାସୁତୁରା ରଖିବା ନେଇ ସର୍ବେକ୍ଷଣ କରାଯାଉଛି । ଚଳିତ ଥର ନୋଏଡା ବି ଏଥିରେ ଭାଗ ନେଇଛି। ଭଲ ସ୍ଥାନରେ ରହିବା ପାଇଁ ସଫାସୁତୁରା ଉପରେ କଡ଼ାକଡ଼ି ଜୋର ଦେଇଛନ୍ତି ନୋଏଡା କର୍ତ୍ତୃପକ୍ଷ । ଏଥିସହିତ ନୋଏଡା କର୍ତ୍ତୃପକ୍ଷ ଖୋଲାରେ…

ସକାଳର ଆରମ୍ଭ କରନ୍ତୁ ଗୋଟିଏ କପ୍ ଲେମ୍ବୁ ମିଶ୍ରିତ ଗରମ ପାଣିରୁ .. ମୁହୂର୍ତ୍ତକ ଭିତରେ ଦୂର ହୋଇଯିବ ବହୁ ଦିନର ରୋଗ

ଯଦି ସକାଳର ଆରମ୍ଭ ଭଲରେ ହୋଇଥାଏ, ତେବେ ପୂରା ଦିନ ଭଲରେ କଟିଥାଏ । ଅଧିକାଂଶ ଲୋକ ଦିନର ଆରମ୍ଭ ଚା’ ବା କଫିରୁ କରିଥାନ୍ତି । କିନ୍ତୁ କେବେ ଆପଣ ଗରମ ପାଣିରେ ଲେମ୍ବୁର କିଛି ବୁନ୍ଦା ପକାଇ ପିଇଛନ୍ତି କି? କିଛି ଲୋକ ଶୀତ ଦିନେ ଗରମ ଲେମ୍ବୁ ପାଣି ପିଇବା ଶରୀର ପାଇଁ ଲାଭଦାୟକ କି ନାହିଁ…

ବାଇକ୍ ପ୍ରେମୀଙ୍କ ପାଇଁ ଖୁସି ଖବର ! ନୂଆ ରଙ୍ଗ ଏବଂ ଫିଚର୍ସ ନେଇ ବଜାରକୁ ଆସିଲା ବଜାଜ ପଲସର । 

ବଜାଜ ପଲସର୍ ଏବେ ନୂଆ ଅବତାରରେ ଦେଖିବାକୁ ମିଳିବ । ବର୍ଷ ବର୍ଷ ଧରି ଲୋକଙ୍କ ମଧ୍ୟରେ ପଲସରର ଚାହିଦା ବେଶ୍ ଦେଖିବାକୁ ମିଳିଛି । ଖାସ କରି ଯୁବପୀଢିମାନେ ପଲସରକୁ ବେଶି ପସନ୍ଦ କରିଥାନ୍ତି । ପୂର୍ବରୁ ମଧ୍ୟ ପଲସରର ଷ୍ଟାଇଲକୁ ପରିବର୍ତ୍ତନ କରାଇ ଭିନ୍ନ ଭିନ୍ନ ରୂପ ଦିଆଯାଇଛି । ପ୍ରତିବର୍ଷ…

ପେଟ୍ରୋଲ, ଡିଜେଲ ଓ ଏଲପିଜି ପରେ କମିଲା ବିମାନ ଇନ୍ଧନ ଦର । ଦେଶରେ ଶସ୍ତା ହେବ ବିମାନ ଭଡା

ପେଟ୍ରୋଲ, ଡିଜେଲ ଓ ଏଲପିଜି ପରେ ଏବେ ବିମାନ ଇନ୍ଧନ ଦର ହ୍ରାସ ପାଇଛି । ବିମାନ ଇନ୍ଧନ ବା ଆଭିଏସନ ଟର୍ବାଇନ ଫୁଏଲ (ଏଟିଏଫ) ଦର ୧୧ ପ୍ରତିଶତ ହ୍ରାସ ପାଇଛି । ଏହା ଫଳରେ ଦେଶରେ ବିମାନ ଭଡା ହ୍ରାସ ପାଇବାର ସମ୍ଭାବନା ଦେଖାଦେଇଛି । ଏହାଛଡା ତେଲଦର କମିବା ଫଳରେ କ୍ଷତିରେ ଚାଲୁଥିବା ଭାରତୀୟ…