Daily Archives

May 6, 2018

କ୍ରୀଡା ବନାମ କଳା ! କାହାର ପଲ୍ଲା ଭାରୀ? କଳିଙ୍ଗ ଷ୍ଟୁଡିଓକୁ ନେଇ ବିବାଦ ସୃଷ୍ଟି ହେବାପରେ ପଛଘୁଂଚା ଦେଲେ ସରକାର…

କନକ ବ୍ୟୁରୋ: କଳିଙ୍ଗ ଷ୍ଟୁଡିଓ ଜାଗାରେ ସ୍ପୋର୍ଟସ କମ୍ପଲେକ୍ସ ଗଢିବା ପ୍ରସ୍ତାବ ନେଇ ବିବାଦ ଜୋର ଧରୁଥିବା ବେଳେ ଏକ ପାଦ ପଛକୁ ଘୁଂଚି ଆସିଛନ୍ତି ରାଜ୍ୟ ସରକାର । ଏକ ହ୍ୱାଟସଆପ ମେସେଜରେ କ୍ରୀଡ଼ା ସଚିବ କହିଛନ୍ତି, ବିଭାଗର ଚିଠିକୁ ଭୁଲ ଢଙ୍ଗରେ ଦର୍ଶାଯାଇଛି । ଏ ନେଇ ସରକାରୀ ସ୍ତରରେ କିଛି…

ଟଙ୍କା ପାଇଁ ମେଧାବୀ ଛାତ୍ରଙ୍କ ଭବିଷ୍ୟତ ସହ ଖେଳ ! ଖବର ପ୍ରସାରିତ ହେବା ପରେ ସାର୍ଟିଫିକେଟ ଫେରାଇଲେ କଲେଜ…

କନକ ନ୍ୟୁଜ : ଶେଷରେ ନିଜ ସାର୍ଟିଫିକେଟ ପାଇଛନ୍ତି ମେଧାବୀ ଛାତ୍ର ଅନନ୍ତ ଦୀପ । ମଦନପୁର ରାମପୁର ସ୍ଥିତ ଘରୋଇ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ପାସ କରିଥିଲେ ଅନନ୍ତ । ତେବେ କଲେଜ ଫି ଦେଇ ପାରି ନଥିବାରୁ ତାଙ୍କୁ ସାର୍ଟିଫିକେଟ ଦେଇ ନଥିଲେ କଲେଜ କର୍ତୃପକ୍ଷ ।…

ରାତି ଅଧରେ ମଝି ରାସ୍ତାରେ ସ୍ତ୍ରୀଙ୍କୁ ଛାଡି କାରରେ ପଳାଇ ଆସିଲେ ସ୍ୱାମୀ ! ତିନିଦିନ ପରେ ବି ମିଳୁନି ପତା ।…

କନକ ବ୍ୟୁରୋ: ସ୍ୱାମୀଙ୍କ ସହ କାରରେ ଯାଉଥିବା ସ୍ତ୍ରୀ, ମଝି ରାସ୍ତାରୁ ଗାଏବ ହୋଇଯିବା ଘଟଣା ଯେତିକି ରହସ୍ୟମୟ ସେତିକି ସମ୍ବେଦନଶୀଳ । କାରଣ ରାତି ଅଧରେ ଏକୁଟିଆ ମହିଳାଙ୍କ ସହ କିଛି ବି ଅଘଟଣ ଘଟିଥାଇପାରେ । ତିନିଦିନ ହେଲାଣି ମହିଳାଙ୍କ ପତା ମିଳୁନଥିବାରୁ, ତାଙ୍କ ସହ ଦୁଷ୍କର୍ମ ପରେ…

ବିଶ୍ୱାସ ନହେଲେ ବି ସତ ! ଦେହବେପାରରେ ପୂରା ପରିବାର । ଅନୁଗୁଳରେ ପରିବାର ଚଳାଉଥିଲେ ସେକ୍ସ ରାକେଟ । ପୋଲିସ ରେଡ ପରେ…

କନକ ବ୍ୟୁରୋ: ପରିବାର ଚଳାଇଥିଲା ସେକ୍ସ ରାକେଟ । କଥାଟି ବିଶ୍ୱାସ ହେଉ ନଥିଲେ ବି ସତ । ଅନୁଗୁଳ ଗୀତାଗ୍ରାମରେ ଏଭଳି ଏକ ରାକେଟ ଚାଲିଥିବା ଜଣାପଡିଛି । ଅନୁଗୁଳ ଶିକ୍ଷକ ପଡାର ସ୍ୱାମୀ, ସ୍ତ୍ରୀ ଓ ୨ କଲେଜ ପଢୁଆ ପୁଅ ଚଳାଇଥିଲେ ଦେହ ବ୍ୟବସାୟ । ଏକ ଭଡ଼ା ଘରେ ଏପରି ଅନୈତିକ କାର୍ଯ୍ୟ ବହୁ ଦିନ…

୬ ଦିନିଆ ଦିଲ୍ଲୀ ଗସ୍ତ ସାରି ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ: ସମ୍ବିଧାନର ମୁଖବନ୍ଧରେ ‘ଅହିଂସା’କୁ ସ୍ଥାନିତ କରିବା…

କନକ ବ୍ୟୁରୋ: ୬ ଦିନିଆ ଦିଲ୍ଲୀ ଗସ୍ତ ସାରି ଓଡ଼ିଶା ଫେରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶା ଫେରିବା ପରେ ନବୀନ କହିଛନ୍ତି, ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ପାଇଁ ଦିଲ୍ଲୀରେ ହୋଇଥିବା ରାଷ୍ଟୀୟ ସମିତି ବୈଠକରେ ଯୋଗ ଦେଇଥିଲେ । ଯେଉଁଥିରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରଖିଛନ୍ତି…

କୋଲକାତାକୁ ୧୩ ରନରେ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ ।

ଆଇପିଏଲର ୩୭ତମ ମ୍ୟାଚରେ କୋଲକାତାକୁ ୧୩ ରନରେ ମାତ ଦେଲା ମୁମ୍ବାଇ ଇଣ୍ଡିଆନ୍ସ । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ କୋଲକାତା ପ୍ରଥମେ ଟସ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା । ମୁମ୍ବାଇ ପ୍ରଥମରୁ ହିଁ ଦମଦାର ବ୍ୟାଟିଂ ପ୍ରଦର୍ଶନ କରିଥିଲା । ସୂର୍ଯ୍ୟ କୁମାର…