Daily Archives

May 6, 2018

ସ୍ରଷ୍ଟା ଚାଲିଗଲେ ସୃଷ୍ଟି ରହିଗଲା ! ଲୋକପ୍ରିୟ ଗୀତିକାର ଗୁରୁକୃଷ୍ଣ ଗୋସ୍ୱାମୀଙ୍କ ପରଲୋକ, ବାର୍ଦ୍ଧକ୍ୟଜନିତ ରୋଗରେ…

କନକ ବ୍ୟୁରୋ: ଆଉ ନାହାନ୍ତି ଲୋକପ୍ରିୟ ଗୀତିକାର ଗୁରୁକୃଷ୍ଣ ଗୋସ୍ୱାମୀ । ୮୪ ବର୍ଷ ବୟସରେ ଆଜି କଟକସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଯାଇଛି । ବାର୍ଧକ୍ୟଜନିତ ରୋଗରେ ପୀଡିତ ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ୧୯୩୪ ମସିହାରେ ବାରିପଦାରେ ଗୁରୁକୃଷ୍ଣ ଗୋସ୍ୱାମୀ ଜନ୍ମଗ୍ରହଣ କରିଥିଲେ ।…

ରାଜ୍ୟର ୭ଟି ଜିଲ୍ଲାରେ ପ୍ରବଳ ଝଡବର୍ଷା ସମ୍ଭାବନ । ଘଡଘଡି ବର୍ଷା ସହ ବହିପାରେ ୫୦ରୁ ୬୦ କିଲୋମିଟର ବେଗରେ ପବନ ।…

କନକ ବ୍ୟୁରୋ: ରାଜ୍ୟର ୭ଟି ଜିଲ୍ଲାରେ ଝଡବର୍ଷା ସମ୍ଭାବନା ରହିଛି । ଏନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ବରଗଡ, କଳାହାଣ୍ଡି, କନ୍ଧମାଳ, ରାୟଗଡା, ଗଜପତି, ଗଂଜାମ ଓ ନୟାଗଡ ଜିଲ୍ଲାରେ ଝଡ ବର୍ଷା ହେବାର ଆଶଙ୍କା କରିଛି ପାଣିପାଗ ବିଭାଗ । ଘଡଘଡି ବର୍ଷା ସହ ୫୦ରୁ ୬୦ କିଲୋମିଟର…

ଓଡିଶାରେ କ୍ୟାନସର ରୋଗ ଚିକିତ୍ସା ହେବ ସହଜ: ସରକାରଙ୍କ ସହ ଏମଓୟୁ କଲା ଟାଟା ଟ୍ରଷ୍ଟ, ମୁମ୍ବାଇ ଢାଂଚାରେ ଭୁବନେଶ୍ୱରରେ…

କନକ ବ୍ୟୁରୋ: କ୍ୟାନସର ରୋଗର ଚିକିତ୍ସା ପାଇଁ ଆଜି ଟାଟା ମୋମୋରିଆଲ ଟ୍ରଷ୍ଟ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି ବୁଝାମଣା ଦ୍ୱାରା ୫ ବର୍ଷ ମଧ୍ୟରେ ରାଜ୍ୟର ୯୦ ପ୍ରତିଶତ ଲୋକଙ୍କୁ କେମୋ ଥେରାପି ଭଳି ଚିକିତ୍ସା ମିଳିବ । ଟାଟା ଟ୍ରଷ୍ଟ…

ନା ଅଛି ଟଙ୍କାର ଲୋଭ ନା ବିଜ୍ଞାପନ ଚିନ୍ତା ! ଦୀର୍ଘ ୧୭ ବର୍ଷ ହେଲା ନିଜ ହାତରେ ଲେଖୁଛନ୍ତି ଖବରକାଗଜ ।

ଦେଶ ବିଦେଶରେ ଯେକୌଣସି ଘଟଣା ଘଟିଥାଏ, ସେ ସବୁର ସୂଚନା ଆମେ ଗଣମାଧ୍ୟମ ଦ୍ୱାରା ହିଁ ପାଇଥାଉ । ସୂଚନାର ଆଦାନପ୍ରଦାନ କରିବାରେ ଗଣମାଧ୍ୟମ ହିଁ ସର୍ବଦା ଶକ୍ତିଶାଳୀ ମାଧ୍ୟମ ରହିଛି । ଗଣମାଧ୍ୟମ ଜନସାଧାରଣ ମାନଙ୍କର ଚିନ୍ତାଧାରାକୁ ପ୍ରଭାବିତ କରିଥାଏ । ଗଣମାଧ୍ୟମ ସମାଜର ଜାଗ୍ରତ ପ୍ରହରୀ…

ପ୍ରଧାନମନ୍ତ୍ରୀ ଜୀ! ଆପଣ ଥରେ ହଁ କହିଲେ ବଂଚିଯିବ ୫ଜଣଙ୍କ ଜୀବନ, ଜାଣନ୍ତୁ ପୂରା ମାମଲା

ମୋଦି ଜୀ! ଆପଣଙ୍କ ଗୋଟିଏ ‘ହଁ’ରେ ଆମର ଜୀବନ ବଞ୍ଚଯିବ। ଆମେ ସାଧାରଣ ଜୀବନ ବଞ୍ଚିପାରିବୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗୁହାରି କରିଛନ୍ତି କୋନ୍ଜେନିଟାଲ ସ୍କୋଲିୟୋସିସ୍ ରୋଗରେ ପୀଡିତ ପାଞ୍ଚଟି ପିଲା। ଏହି ପାଞ୍ଚଟି ପିଲା ହେଉଛନ୍ତି ଫରିଦାବାଦର ଇସମାଇଲପୁର ନିବାସୀ ୧୭ବର୍ଷୀୟ…

ଜଣେ ବୁଢୀ ମା’ର ଆକୁଳ ନିବେଦନ ! ପୁଅରେ, ମତେ ପଛେ ମାରିଦେ, ହେଲେ ତୋ ସାଙ୍ଗେ ଘରକୁ ନେଇଯା… 

ପୁଅରେ ତୋ କଥା ଭାରି ମନେ ପଡ଼ୁଛି । ମତେ ପଛେ ମାରିଦେ, ହେଲେ ତୋ ସାଙ୍ଗେ ଘରକୁ ନେଇଯା । ତତେ ଦେଖିବାକୁ ଭାରି ମନ ହେଉଛି । ଯୋଉଠି ରଖିବୁ ରହିଯିବି, ଯାହା କହିବୁ ମାନିବି । ଟିକେ ଆଇଁଷ ଦେଲେ ଚଳେଇନେବି । ହେଲେ ତୋ ବିନା ମନ ବୁଝୁନି । ଦିନେ ଆମିଷ ପାଇଁ ଅଳି କରିବାରୁ ଘରୁ ତଡ଼ା ଖାଇବାକୁ…