ଖଣ୍ଡଗିରି ଜାଗମରା ଅଂଚଳରେ ଉତ୍ତେଜନା ! ମଦ ଦୋକାନକୁ ବିରୋଧ କରି ରାସ୍ତା ଅବରୋଧ କଲେ ମହିଳା

90

କନକ ବ୍ୟୁରୋ : ଖଣ୍ଡଗିରି ଜାଗମରା ଅଂଚଳରେ ମଦ ବିରୋଧୀ ଆନ୍ଦୋଳନ ଦେଖାଦେଇଛି । ସ୍ଥାନୀୟ ଅଂଚଳରେ ଥିବା ମଦ ଦୋକାନକୁ ବିରୋଧ କରି ରାସ୍ତା ଅବରୋଧ କରିଛନ୍ତି ମହିଳା । ଏଠାରେ ଥିବା ମଦ ଦୋକାନକୁ ଉଚ୍ଛେଦ କରିବା ଦାବିରେ ରାସ୍ତା ଅବରୋଧ ହୋଇଛି ।

ଦେଖନ୍ତୁ ଏହି ଭିଡ଼ିଓ –