ଫରେଷ୍ଟ ଗାର୍ଡ ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି ! ଏଭଳି ଉପାୟରେ କରନ୍ତୁ ଆବେଦନ । 

61

ଉତ୍ତରାଖଣ୍ଡ ସର୍ବୋଡିନେଟ୍ ସର୍ଭିସ୍ ସିଲେକ୍ସନ୍ କମିସନ୍ ତରଫରୁ ଫରେଷ୍ଟ ଗାର୍ଡ ପଦବୀ ପାଇଁ ବିଜ୍ଞପ୍ତି ଜାରୀ  କରାଯାଇଛି । ଯେଉଁ ଇଚ୍ଛୁକ ଏବଂ ଯୋଗ୍ୟ ଆବେଦନକାରୀ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି ସେମାନେ ଏହାର ସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ ।

ପଦବୀ ସଂଖ୍ୟା : ମୋଟ ପଦବୀ ସଂଖ୍ୟା ୧୨୧୮ ।

ଫରେଷ୍ଟ ଗାର୍ଡ : ଏନଆରଏଚଏମ୍ ଉତ୍ତରପ୍ରଦେଶରେ ଚାକିରୀ କରିବାର ମଉକା । ୮୧୭ ପଦବୀ ଉପରେ ଆରମ୍ଭ ହେବ ପ୍ରଥମ ଚୟନ ପ୍ରକ୍ରିୟା ।

ଆବେଦନ କରିବାର ଅନ୍ତିମ ତାରିଖ : ୪ ଜୁନ୍ ୨୦୧୮ ।

ଶିକ୍ଷାଗତ ଯୋଗ୍ୟତା : ଯେକୌଣସି ମାନ୍ୟତା ପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ଦ୍ୱାଦଶ ପାସ୍ କରିଥିବା ଆବଶ୍ୟକ ।

ବୟସସୀମା : ପ୍ରାର୍ଥୀଙ୍କ ବୟସସୀମା ୧୮ ରୁ ୨୮ ମଧ୍ୟରେ ହେବା ଆବଶ୍ୟକ ।

ଚୟନ ପ୍ରକ୍ରିୟା : ଲିଖିତ ଏବଂ ଶାରୀରିକ ପରୀକ୍ଷା ମାଧ୍ୟମରେ ଚୟନ ପ୍ରକ୍ରିୟା ଆରମ୍ଭ କରାଯିବ ।

କିଭଳି ଆବେଦନ କରିବେ : ନିମ୍ନରେ ଦିଆଯାଇଥିବା ୱେବସାଇଟ www.sssc.uk.gov.in ରେ ଆବେଦନ କରନ୍ତୁ ।