ରିଲିଜ୍ ହୋଇଛି ଅପକମିଙ୍ଗ୍ ରୋମାଂଟିକ୍ ଫିଲ୍ମ ‘ତୁମବିନ ୨’ ର ନୂଆ ଟ୍ରେଲର୍

62

ରିଲିଜ୍ ହୋଇଛି ଅପକମିଙ୍ଗ୍ ରୋମାଂଟିକ୍ ଫିଲ୍ମ ‘ତୁମବିନ ୨’ ର ନୂଆ ଟ୍ରେଲର୍ । ଟ୍ରେଲରରେ ରହିଛି ପ୍ରେମ ସହ ବିଚ୍ଛେଦର କାହାଣୀ । ଫିଲ୍ମଟି ହେଉଛି ୨୦୦୧ରେ ଆସିଥିବା ମୁଭି ‘ତୁମବିନ’ର ସିକ୍ୱେଲ । ଏହି ଫିଲ୍ମରେ ଲିଡ୍ ରୋଲରେ ଅଛନ୍ତି ନେହା ଶର୍ମା , ଆଦିତ୍ୟ ସିଲ୍ ଓ ଆସିମ ଗୁଲାତି । ଏକ ତ୍ରିକୋଣୀୟ ପ୍ରେମ କାହାଣୀ ଉପରେ ଆଧାରିତ ଏହି ଫିଲ୍ମଟି ନଭେମ୍ବର ୧୮ରେ ରିଲିଜ୍ ହେବ ।