ସାକ୍ଷାତକାରରେ ଦେଖନ୍ତୁ ଲିକିଙ୍ଗ୍ ଡଟ୍ ଇନର ମୁଖ୍ୟ ରବି ଶର୍ମାଙ୍କ ଏକ୍ସକ୍ଲୁସିଭ୍ ଇଣ୍ଟରଭ୍ୟୁ

32

ଗତ କିଛି ଦିନ ତଳେ କନକ ନ୍ୟୁଜରେ ଏକ ଭିଡିଓ ଟେପ୍ ପ୍ରସାରଣ କରିଥିଲା । ଯେଉଁଥିରେ ବିଜୁ ଜନତା ଦଳର ୪ଜଣ ବିଧାୟକ ଶିଳ୍ପ ପ୍ରତିଷ୍ଠା ପାଇଁ ଲାଂଚ ମାଗୁଥିବାର ଦେଖିବାକୁ ମିଳିଥିଲା । ଏହକୁ ନେଇ ରାଜ୍ୟ ରାଜନୀତିରେ ଅନେକ ଝଡ ମଧ୍ୟ ସୃଷ୍ଟି ହୋଇଥିଲା । ତେବେ ଏହି ଷ୍ଟିଙ୍ଗ୍ ଅପରେସନ୍ କରି ବିଜେଡିର ସଂପୃକ୍ତ ବିଧାୟକମାନଙ୍କୁ ହରଡା ଘଣାରେ ପକାଇଥିଲେ ଲିକିଙ୍ଗ୍ ଡଟ୍ ଇନର ମୁଖ୍ୟ ରବି ଶର୍ମା । ତେବେ ଏହି ସଂପର୍କରେ ଅଧିକ ଜାଣିବା ପାଇଁ ଦେଖନ୍ତୁ ରବି ଶର୍ମାଙ୍କ ସହ ଏହି ବିଶେଷ ସାକ୍ଷାତକାରର    ।