ଟ୍ରେନ ଦୁର୍ଘଟଣାର କାରଣ ତଦନ୍ତ ପରେ ଜଣାପଡିବ : ପୁଲିସ ଡିଜି କେବି ସିଂହ

21

କନକ ବ୍ୟୁରୋ : ଟ୍ରେନ ଦୁର୍ଘଟଣା ପଛରେ ନକ୍ସଲ କିମ୍ବା ଆତଙ୍କବାଦୀଙ୍କ କାର୍ଯ୍ୟକଳାପର କୌଣସି ସୂଚନା ମିଳିନାହିଁ । ଘଟଣାର ତଦନ୍ତ ଚାଲିଛି । ତଦନ୍ତ ପରେ ଦୁର୍ଘଟଣାର କାରଣ ଜଣାପଡିବ ବୋଲି ପୁଲିସ ଡିଜି କେବି ସିଂହ କହିଛନ୍ତି । ଏସପି, ଜିଲ୍ଲାପାଳ ଓ ଡିଆଇଜି ଘଟଣା ସ୍ଥଳରେ ରହି ତଦାରଖ କରୁଥିବା କେବି ସିଂହ କହିଛନ୍ତି ।

ଏହାସହ ଦେଖନ୍ତୁ ଏହି ଭିଡିଓ –