ସଲମାନଙ୍କୁ ଭେଟିଲେ ବିଜେଡି ନେତା ସୂର୍ଯ୍ୟନାରାୟଣ ପାତ୍ର

48

କନକ ବ୍ୟୁରୋ : ବଲିଉଡର ଭାଇଜାନ ସଲମାନଙ୍କୁ ଭେଟିଲେ ବିଜେଡି ନେତା ସୂର୍ଯ୍ୟନାରାୟଣ ପାତ୍ର । ଦିଲ୍ଲୀ ବିମାନ ବନ୍ଦରରେ ଏହି ସାକ୍ଷାତକାରର ଏକ ଫଟୋକୁ ବି ନିଜ ଫେସବୁକ ପେଜରେ ପୋଷ୍ଟ କରିଛନ୍ତି ସୂର୍ଯ୍ୟ ପାତ୍ର ।