ସୁନ୍ଦରଗଡ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ଘଟଣାସ୍ଥଳରେ ୩ ମୃତ

18

ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟିପର ଓଲଟି ୩ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଲୁହାପଥର ବୋଝେଇ ଟିପରିଟି ଭାରସାମ୍ୟ ହରାଇ ଓଲଟି ପଡିଥିବା ସୂଚନା ମିଳିଛି । ସୁନ୍ଦରଗଡ ଜିଲ୍ଲା ଲହୁଣିପଡା ଥାନା ଦଲମକୁଚାଠାରେ ଏହି ଦୁର୍ଘଟଣା ଘଟିଛି ।

ମୃତକମାନେ ଶୁଖପାଲି ଗ୍ରାମର ବୋଲି ଜଣାପଡିଛି । ପୁଲିସ ଘଟଣାସ୍ଥଳର ପହଁଛି ଗାଡି ଜବତ କରିବା ସହ ଶବକୁ ଉଦ୍ଧାର କରିଛି ।

ଦେଖନ୍ତୁ ଏହି ଭିଡିଓ –