ରାଜ୍ୟ କଂଗ୍ରେସ ଭବନରେ ଭଙ୍ଗାରୁଜା : ଇନ୍ଦିରା ଗାନ୍ଧୀଙ୍କ ପୋଷ୍ଟର ଚିରିବା ସହ ଝରକା କାଚ ଭଙ୍ଗାରୁଜା କରିଛନ୍ତି ଦୁର୍ବୃତ

33

କନକ ବ୍ୟୁରୋ : ରାଜ୍ୟ କଂଗ୍ରେସ ଭବନରେ ଭଙ୍ଗାରୁଜା । ଗତକାଲି ରାତିରେ କଂଗ୍ରେସ ଭବନରେ ଭଙ୍ଗାରୁଜା କରିଛନ୍ତି ଦୁର୍ବୃତ । ଇନ୍ଦିରା ଗାନ୍ଧୀଙ୍କ ପୋଷ୍ଟର ଚିରାଯିବା ସହ ଝରକା କାଚ ଭଙ୍ଗାରୁଜା କରାଯାଇଛି ।

ଗତକାଲି ମଧ୍ୟରାତ୍ରିରେ ଏହି ଘଟଣା ଘଟିଥିବା ବେଳେ କିଏ ଏହି ଭଙ୍ଗାରୁଜା କରିଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ  ।