ଫେରିଲେ ସ୍ପ୍ରିଂଟ୍ କୁଇନ୍ ଶ୍ରାବଣୀ ନନ୍ଦ : ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ସମ୍ବର୍ଦ୍ଧନା କଲା କ୍ରୀଡା ବିଭାଗ

108

ରିଓ ଅଲମ୍ପିକରେ ଭାଗ ନେଇ ଓଡିଶା ଫେରିଲେ ସ୍ପ୍ରିଂଟ କୁଇନ ଶ୍ରାବଣୀ ନନ୍ଦ। ଭୁବନେଶ୍ୱର ବିମାନ ବନ୍ଦରରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି । ଆଗାମୀ ଅଲମ୍ପିକ୍ସ ଓ ଏସିଆନ ଗେମ୍ସ ଲାଗି ନିଜକୁ ପ୍ରସ୍ତୁତ କରୁଛନ୍ତି ବୋଲି ସେ କହିଛନ୍ତି। ଏହି ଅଲମ୍ପିକ୍ସ ତାଙ୍କ ପାଇଁ ବେଶ ପ୍ରେରଣା ଦାୟକ ଥିଲା ବୋଲି କହିଛନ୍ତି ଶ୍ରାବଣୀ ।