ଲୁଚକାଳି ଖେଳୁଛି ମୈାସୁମୀ : ଦୁଇ ଦିନ ପରେ ଛୁଇଁବ ଓଡ଼ିଶା

28

କନକ ବ୍ୟୁରୋ : ଦୁଇ ଦିନ ବିଳମ୍ବରେ ଓଡ଼ିଶା ଛୁଇଁବ ମୌସୁମୀ । ସୋମବାର ମୌସୁମୀ ଆସିବା ପୂର୍ବରୁ ଆଜି ଓଡ଼ିଶାର ବିଭିନ୍ନ ଅଂଚଳରେ ହୋଇଛି ପ୍ରାକ୍ ମୌସୁମୀ ବର୍ଷା । ଆଉ ଆସନ୍ତା ୨୪ ଘଂଟା ଭିତରେ ରାଜ୍ୟର ପ୍ରାୟ ସବୁ ଅଂଚଳରେ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ତେବେ ଏହି ପ୍ରାକ୍ ମୌସୁମୀ ବର୍ଷା ଦାଉ ସାଜିଛି କୋରାପୁଟ୍ ଜିଲ୍ଲା ଚାଷୀଙ୍କ ପାଇଁ । ଏହା ସହ ଦେଖନ୍ତୁ ଏହି ଭିଡିଓ –