କୈାଣସି ଚୋରି ହୁଏ ନାହିଁ ଏଠାରେ ! ଲକ୍ଷ ଲକ୍ଷ ଟଙ୍କାର ଜିନିଷ ପଡିଥାଏ ସଡକରେ

31

ଇରାକ : ଆପଣ ଯେତେବେଳେ ଘରୁ ବାହାରକୁ ଯାଆନ୍ତି ତ ଘରର ସବୁ କବାଟକୁ ବନ୍ଦ କରିଦେଇଥାନ୍ତି । ସବୁଆଡୁ ସୁରକ୍ଷା ଚିନ୍ତା କରିଥାନ୍ତି । ଆଉ ମଧ୍ୟ ଦୋକାନ ଓ ଅଫିସରେ ମଧ୍ୟ ସେହି ସୁରକ୍ଷା ଚିନ୍ତା ଥାଏ । ଆଉ ଆପଣ ଏସବୁ ପାଇଁ ସିକ୍ୟୁରିଟି ରଖିଥାନ୍ତି ଓ ତାଲା ଦେଇ ଘରକୁ ବନ୍ଦ କରିଥାନ୍ତି ।

କିନ୍ତୁ ଏମିତି ସ୍ଥାନ ଅଛି ଯେଉଁଠି ତାଲା ଲାଗିବ କଣ ଘରର କବାଟ ବି ନାହିଁ । ଖୋଲା ସ୍ଥାନରେ ସଡକରେ ଲାଗିଥାଏ ବହି ଦୋକାନ । ଇରାକରେ ଅଛି ଏହି ସ୍ଥାନ ,ଯେଉଁଠି ଦେକାନର ମାଲିକ ବହି ଦୋକାନ ଖୋଲା ସ୍ଥାନରେ ଛାଡି ଆରାମ ନିଦରେ ଶୋଇଥାନ୍ତି । ଦୋକାନର ନା ଅଛି କୈାଣସି କବାଟ ନା କେଉଁ ଲୋକ । କେହି ଦୋକାନରେ ନଥାନ୍ତି । ସେଠାରେ କେବେ ଚୋରି ହୁଏ ନାହିଁ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –