ଦ୍ୱାଦଶ ପାସ୍ ଯୁବପିଢିଙ୍କ ପାଇଁ ରେଳବାଇରେ ବାହାରିଲା ଗ୍ରୁପ୍-ସିରେ ନିଯୁକ୍ତ ! ଏଭଳି ଉପାୟରେ କରନ୍ତୁ ଆବେଦନ ।

38

ରେଳବାଇ ଖେଳ କୋଟା ଗ୍ରୁପ୍-ସିରେ ବିଭିନ୍ନ ପଦବୀ ପାଇଁ ନିଯୁକ୍ତି ସୁଯୋଗ ବାହାରି ଯାଇଛି । ଯୋଗ୍ୟ ପ୍ରାର୍ଥୀ ୨୦୧୮ ଅକ୍ଟୋବର ୯ ତାରିଖ ପୂର୍ବରୁ ଆବେଦନ କରିପାରିବେ । ତେବେ ଏଠାରେ ଆପଣଙ୍କୁ କହିରଖୁଛୁ ଯେ ୨୧ ଟି ପଦବୀ ପାଇଁ ନିଯୁକ୍ତି ସୁଯୋଗ ବାହାରିଛି । ଯୋଗ୍ୟ ପ୍ରାର୍ଥୀ ରେଳବାଇର ଅଫିସିଆଲ୍ ୱେବସାଇଟକୁ ଯିବା ପାଇଁ   http://www.swr.indianrailways.gov.in/ କ୍ଲିକ୍ କରନ୍ତୁ ।

ଯୋଗ୍ୟତା :

ପ୍ରାର୍ଥୀ ଦ୍ୱାଦଶ ପାସ୍ କରିଥିବା ନିହାତି ଆବଶ୍ୟକ ।

ମାଟ୍ରିକ୍ ଏବଂ ଅପରେଣ୍ଟିସଶିପ୍ କୋର୍ସ କରିବା ଆବଶ୍ୟକ ।

ଖେଳ କୋଟା ୨୧ :

ଆଥେଲେଟିକ୍ସ (ମହିଳା) – ୦୪

ଆଥେଲେଟିକ୍ସ (ପୁରୁଷ) – ୦୨

ବାସ୍କେଟ୍ ବଲ୍ (ମହିଳା) – ୦୨

ବଡି ବିଲ୍ଡିଙ୍ଗ୍ (ପୁରୁଷ) –୦୧

ସାଇକେଲ୍ ଚାଳନା – ୦୨

ଭଲି ବଲ୍ (ପୁରୁଷ) – ୦୩

ସନ୍ତରଣ (ପୁରୁଷ) – ୦୨

ଟେବୁଲ୍ ଟେନିସ୍ – ୦୧

ହକି – ୦୪

ଆବେଦନ ତାରିଖ ଆରମ୍ଭ : ୬ ସେପ୍ଟେମ୍ବର ୨୦୧୮

ଆବେଦନ ଅନ୍ତିମ ତାରିଖ : ୯ ସେପ୍ଟେମ୍ବର ୨୦୧୮

ସ୍ଥାନ : ଦକ୍ଷିଣ ପଶ୍ଚିମ

ବୟସ ସୀମା : ୧୮ ରୁ ୨୫ ବର୍ଷୀୟ ଯୁବା ଆବେଦନ କରିପାରିବେ ।