ନିଜ ପ୍ରେମ ସଂପର୍କକୁ ସ୍ୱୀକାର କଲେ ସୋନମ !

29

ଲୁଚାଛପା ପ୍ରେମ ପରେ ଏବେ ସମସ୍ତଙ୍କ ସାମନାରେ ନିଜ ସର୍ମ୍ପକକୁ ସ୍ୱୀକାର କରିଛନ୍ତି ଅଭିନେତ୍ରୀ ସୋନମ କପୁର । ସୋନମ ଓ ବିଜନେସ ମ୍ୟାନ ଆନନ୍ଦ ଆହୁଜାଙ୍କ ସହ ବିଭିନ୍ନ ସ୍ଥାନରେ ଏବେ ରୀତିମତ ନଜର ଆସୁଛନ୍ତି । ନିକଟରେ ଦିଲ୍ଲୀ ବିମାନବନ୍ଦରରେ ସୋନମ ଓ ଆନନ୍ଦଙ୍କୁ ଏକାଠି ନଜର ଆସିଥିବାର ମଧ୍ୟ ଦେଖିବାକୁ ମିଳିଥିଲା ।