ବଡଦାଣ୍ଡରେ କୁନି ରଥ

98

ପୁରୀ ବ୍ୟୁରୋ, କନକ ନ୍ୟୁଜ୍କୁନି ରଥ ଟାଣିବାରେ ବ୍ୟସ୍ତ କୁନି ଭକ୍ତ । ଜାଣି ନାହାନ୍ତି ଭକ୍ତିର ସଜ୍ଞା , କିନ୍ତୁ କାଳିଆ ଠାକୁରଙ୍କ ରଥକୁ ଟାଣି ସେମାନେ ଅନୁଭବ କରୁଛନ୍ତି ଭାବର ଆନନ୍ଦଙ୍କୁ ।ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ବଡଦାଣ୍ଡରେ । ଯେମିତି ଏହି କୁନି ଭକ୍ତଙ୍କୁ ଦର୍ଶନ ଦେବା ଲାଗି କୁନି ରଥକୁ ଓହ୍ଲାଇ ଆସିଛନ୍ତି ଶ୍ରୀଜିଉ । ଆଉ ଘଂଟ ଘଂଟାରେ ତାଳେ ତାଳେ ଆଗେଇ ଚାଲିଛି ଏହି ରଥ । ତେବେ ପବିତ୍ର ରଥଯାତ୍ରାରେ ଏହା ଏକ ପରମ୍ପରା ବୋଲି କୁହନ୍ତି ସ୍ଥାନୀୟ ଲୋକ । ବଡଦାଣ୍ଡରେ କୁନି ରଥ ଦେଖିବା ପାଇଁ ଦେଖନ୍ତୁ ଏହି ଭିଡିଓ :