ଅର୍ଥତତ୍ୱ ଚିଟଫଣ୍ଡ ଠକେଇ ମାମଲା : ସିବିଆଇରେ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କ ଶାଳକ ହାଜର

35

କନକ ବ୍ୟୁରୋ : ଅର୍ଥତତ୍ୱ ଚିଟଫଣ୍ଡ ଠକେଇ ମାମଲା । ସିବିଆଇରେ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କ ଶାଳକ ହାଜର । ସଂଜୟ ଦାସବର୍ମାଙ୍କ ଶାଳକ ସତ୍ୟପ୍ରିୟ ଜୟସିଂ । ସତ୍ୟପ୍ରିୟ ଜୟସିଂଙ୍କ ସହଯୋଗୀ ବି ସିବିଆଇରେ ହାଜର । ଖବର କାଗଜ ସଂପର୍କିତ ନେଇ ଜେରା କରାଯାଉଛି।