ଛତିଶଗଡ ସପକ୍ଷରେ ଓକିଲାତି କରୁଛି ରାଜ୍ୟ ବିଜେପି : ବିଜେଡି

25

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବିଜେପିର ଆକ୍ଷେପ ପରେ ଜବାବ ରଖିଛି ବିଜେଡି । ଛତିଶଗଡ ସପକ୍ଷରେ ରାଜ୍ୟ ବିଜେପି ଓକିଲାତି କରୁଛି ବୋଲି କହିଛନ୍ତି ବିଜେଡିର ମୁଖପାତ୍ର ଶଶୀଭୂଷଣ ବେହେରା । ଏହା ସହ କହିଛନ୍ତି ସରକାରଙ୍କ ଉପରେ ବିଜେପି ମିଥ୍ୟା ଆରୋପ ଲଗାଉଛି ।