ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିଛନ୍ତି ବିଜେପି କର୍ମୀ

46

ସମ୍ବଲପୁର ବ୍ୟୁରୋ , କନକ ନ୍ୟୁଜ୍ : ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିଛନ୍ତି ବିଜେପି କର୍ମୀ । ରାସନ କାର୍ଡ ଦୁର୍ନୀତିରେ ଅଣହିତାଧିକାରୀଙ୍କୁ ଗିରଫ ପ୍ରତିବାଦକୁ ବିରୋଧ କରିଛି ବିଜେପି ଯୁବ ମୋର୍ଚ୍ଚା । ଏହାକୁ ନେଇ ବିଜେପି ଯୁବ ମୋର୍ଚ୍ଚା ତରଫରୁ ସମ୍ବଲପୁର ମହାନଗର ନିଗମ ଅଫିସ ଘେରାଉ କରାଯାଇଥିଲା । ଫଳରେ ଘଟଣା ସ୍ଥଳରେ ଉତେଜନା ଦେଖାଦେଇଥିଲା । କର୍ମୀ ମାନେ ମହାନଗର ନିଗମ ଅଫିସକୁ ଧସେଇ ପଶିବା ସହ କାର୍ଯ୍ୟାଳୟରେ ଥିବା ବହୁ ସାମଗ୍ରୀ ଭାଙ୍ଗିରୁଜି ପକାଇଛନ୍ତି । ପୁଲିସ ୨୦ରୁ ଅଧିକ ବିଜେପି ଯୁବ ମୋର୍ଚ୍ଚା କର୍ମୀଙ୍କୁ ଗିରଫ କରିଥିବା ଜଣାପଡିଛି ।  ଅଧିକ ତଥ୍ୟ ଏହି ଭିଡିଓରେ :