ରେମୋ ଡିସୋଜାଙ୍କ ସିନେମାରେ ଅଭିନୟ କରିବେ ବଲିଉଡ ସୁଲତାନ । କୋରିଓଗ୍ରାଫର ତଥା ଡିରେକ୍ଟର ରେମୋ ଡିସୁଜାଙ୍କ ନିର୍ଦ୍ଦେଶିତ ସିନେମାରେ ସଲମାନ ଖାନ ଅତିଥି ଭୂମିକାରେ ନଜର ଆସିବେ ବୋଲି ସୂଚନା ମିଳିଛି ।

ତେବେ ସିନେମାଟିରେ ସଲମାନ ଜଣେ ଡ୍ୟାନ୍ସର ଭୂମିକାରେ ଅଭିନୟ କରିବାର ଖବର ପ୍ରକାଶ ପାଇବା ପରେ ଏ ସଂକ୍ରାନ୍ତ ଅଧିକ କିଛି ସୂଚନା ମିଳି ପାରି ନାହିିଁ ।