ଓଡିଆ ଷ୍ଟାରଙ୍କ ସାଉଥ୍ ଅବତାର : ତେଲୁଗୁ ଫିଲ୍ମ ‘ନୀରଜାନାମ’ରେ ସବ୍ୟସାଚୀ

168

source- http://incredibleorissa.com/

ରିଲିଜ ହେଲା ଓଡିଆ ଷ୍ଟାର ସବ୍ୟସାଚୀ ମିଶ୍ରଙ୍କ ପ୍ରଥମ ତେଲୁଗୁ ଫିଲ୍ମ ନୀରଜାନାମର ପୋଷ୍ଟର । ଓଲିଉଡ ପରେ ଟଲିଉଡରେ ନିଜର ଯାଦୁକରୀ ଅଭିନୟର କମାଲ ଦେଖେଇବେ ଏହି ଓଲିଉଡ ଲଭର ବଏ । ମହାଲକ୍ଷ୍ମୀ ମୁଭିଜ୍ ବ୍ୟାନରେ ନିର୍ମିତ ହେଉଛି ଏହି ଫିଲ୍ମ ନୀରଜାନାମ

ଫିଲ୍ମରେ ସବ୍ୟସାଚୀଙ୍କ ଅପୋଜିଟରେ ଅଛନ୍ତି ଅଭିନେତ୍ରୀ କରୁଣ୍ୟା ଚଉଦ୍ୱାରୀ। ଗତ ବର୍ଷ ଜୁଲାଇ ମାସରେ ଏହାର ମହୁରତ ହାଇଦ୍ରାବାଦର ଅନ୍ନପୂର୍ଣ୍ଣା ଷ୍ଟୁଡିଓରେ ହୋଇଥିଲା।