ବାରମ୍ବାର କହିବାପରେ ବି ଶୁଣିଲାନି ପ୍ରଶାସନ : କାଦୁଅ ରାସ୍ତାରେ ତଳି ଲଗାଇଲେ ଗ୍ରାମବାସୀ

40

କନକ ବ୍ୟୁରୋ : ପ୍ରଶାସନକୁ ବାରମ୍ବାର କହିବାପରେ ବି ଶୁଣିଲେନି ସରକାରୀ ବାବୁ । ଆଉ ଶେଷରେ ଗ୍ରାମବାସୀଙ୍କ ଗମନାଗମନର ସାହାରା ପାଲଟିଥିବା ରାସ୍ତାରେ ଧାନ ତଳି ରୋପଣ କରିଛନ୍ତି ସ୍ଥାନୀୟ ଯୁବକ । ନବରଂଗପୁର ଜିଲା ଉମରକୋଟ ବ୍ଲକର ବଡ଼ କୁମାରୀ ଗ୍ରାମରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ।

ଦେଖନ୍ତୁ ଏହି ଭିଡିଓ –