ପୁଣି ରଙ୍ଗୀନ ହେଲା ରଙ୍ଗବତୀ : ୭୦ ଦଶକର ଗୀତର ଆସିଲା ଆଉ ଏକ ଭର୍ସନ

414

ପୁଣି ରଙ୍ଗୀନ ହେଲା ରଙ୍ଗବତୀ, ୭୦ ଦଶକର ଏହି ଗୀତର ଆସିଲା ଆଉ ଏକ ଭର୍ସନ ଭଏସ ଅଫ ଇଣ୍ଡିଆ ଫେମ୍ ପ୍ରଜ୍ଞା ପାତ୍ରଙ୍କ କଣ୍ଠରେ ଶୁଭିଛି ସମ୍ବଲପୁରୀ ଗୀତ ରଙ୍ଗବତୀର ଧୁନ୍ । ବହୁ ଚର୍ଚ୍ଚିତ ସମ୍ବଲପୁରୀ ରଙ୍ଗବତୀ ଗୀତକୁ ଗାଇଛନ୍ତି ପ୍ରଜ୍ଞା ପାତ୍ର । ପଶ୍ଚିମ ଓଡିଶାର ଘରେ ଘରେ ପରିଚିତ ରଙ୍ଗବତୀ ଗୀତକୁ ସୋନା ମହାପାତ୍ର କୋକ ଷ୍ଟୁଡିଓରେ ଗାଇ ବେଶ ଚର୍ଚ୍ଚାରେ ରହିଥିଲେ ।  ଆଉ ଏବେ ରଙ୍ଗବତୀ ଗୀତର ଆଉ ଏକ ଭର୍ସନକୁ ପୁରୀ ସିବିଚରେ ଗାଇ ପ୍ରଜ୍ଞା ପାତ୍ର କରିଛନ୍ତି କମାଲ।