ଆସନ୍ତା କାଲିଠାରୁ କନ୍ଧମାଳ ଏନକାଉଂଟର ଘଟଣାର ତଦନ୍ତ ଆରମ୍ଭ ହେବ : ପୁଲିସ ଡିଜି

17

ଆସନ୍ତା କାଲିଠାରୁ କନ୍ଧମାଳ ଏନକାଉଂଟର ଘଟଣାର ତଦନ୍ତ ଆରମ୍ଭ ହେବ । ଏନେଇ ସୂଚନା ଦେଇଛନ୍ତି ପୁଲିସ ଡିଜି। ଏହା ସହ କହିଛନ୍ତି କନ୍ଧମାଳର ସ୍ଥିତି ଅନୁଧ୍ୟାନ କରାଯାଇଛି । ସେଥିପାଇଁ ୬ ଜଣିଆ ଏସଆଇଟି ଗଠନ ହୋଇଛି ।