ପାଣି ନିଅ ଟଙ୍କା ଦିଅ : ଅନୁଗୁଳ ଜିଲ୍ଲା ବରବାହାଳି ଗାଁରେ ବିକ୍ରି ହେଉଛି ପିଇବା ପାଣି

44

କନକ ବ୍ୟୁରୋ : ବିକ୍ରି ହେଉଛି ପିଇବା ପାଣି । ବୋଟଲ ପାଣି କିମ୍ବା ମିନେରାଲ ୱାଟର ନୁହେଁ । ସାଧାରଣ ପିଇବା ପାଇଁ ପାଣି । ଆଉ ଏଥିପାଇଁ ଦେବାକୁ ପଡୁଛି ମାସକ ଶହେ ଟଙ୍କା । ଘରେ ପିଇବା ପାଣି ସଂଯୋଗ ହୋଇଛି ଆଉ ଲୋକେ ପାଣି ବିଲ୍ ଦେଉଛନ୍ତି ତାହା ବି ନୁହେଁ । ଗାଁରେ ପିଇବା ପାଣି ନଥିବାରୁ ଜଣେ ଲୋକଙ୍କ ଘରେ ଲାଗିଥିବା ବୋଲୱେଲରୁ ପାଣି କିଣୁଛନ୍ତି । ଦେଖନ୍ତୁ ଅନୁଗୁଳ ଜିଲ୍ଲା ବରବାହାଳି ଗାଁର ଏହି ରିପୋର୍ଟ –