ପାରଳା ଗଣ ଆତ୍ମହତ୍ୟା ମାମଲାରେ ଖୋଲୁଛି ଗୁମର : ପ୍ରତିକ୍ରିୟା ରଖିଲେ ଆଇନ ପରାମର୍ଶଦାତା ଏଲ.କେ ଅଧିକାରୀ

17

ପାରଳାଖେମୁଣ୍ଡି : ପାରଳା ଗଣ ଆତ୍ମହତ୍ୟା ମାମଲାରେ ଖୋଲୁଛି ଗୁମର । ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଲେ ଆଇନ ପରାମର୍ଶଦାତା ଏଲ.କେ ଅଧିକାରୀ। । ରାଜାଙ୍କୁ କେବେ ନଜରବନ୍ଦୀ କରାଯାଇନଥିଲା । ୨୦୧୦ରୁ ରାଜାଙ୍କ କୈାଣସି ସଂପତି ବିକ୍ରି କରାଯାଇନାହିଁ । ୨୦୧୦ ପୂର୍ବରୁ ରାଜାଙ୍କ ଜାଣତରେ ସଂପତି ବିକ୍ରୀ କରାଯାଇଥିଲା ।