ଅନଲାଇନରେ ଅବଢା ! ଗୋଟିଏ କ୍ଲିକରେ ଭକ୍ତ ପାଇବେ ଭଗବାନଙ୍କ ପ୍ରସାଦ

118

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ବଜାରର ଭିଡ ଭିତରେ ନୁହେଁ ଗୋଟିଏ କ୍ଲିକରେ ଅନଲାଇନ୍ ବଜାର । ଘରେ ବସି ଅର୍ଡର ଦେଲେ ଆପଣଙ୍କ ଘରେ ପହଂଚିଯିବ ମନମୁତାବକ ଜିନିଷ । ତେବେ ଏହି ଅନଲାଇନ୍ ମାର୍କେଟର ତାଲିକାରେ ଯୋଡି ହୋଇଯାଇଛି ଅବଢା । ଭୁବନେଶ୍ୱରସ୍ଥିତ ଅନନ୍ତବାସୁଦେବ ମନ୍ଦିରର ଅବଢା ଏଣିକି ଆପଣଙ୍କ ଘରେ ପହଂଚିଯିବ ଗୋଟିଏ କ୍ଲିକରେ । ଏହି ବ୍ୟବସ୍ଥା କରିଛନ୍ତି କିଛି ଉଦ୍ୟୋଗୀ ଇଂଜିନିୟରିଂ ଛାତ୍ର । ଦେଖନ୍ତୁ ଏହି ଭିଡିଓ :