ପୁଣି ଟ୍ରଲିରେ ବୁହାହେଲା ଶବ !

17

କନକ ବ୍ୟୁରୋ : ଶ୍ରୀକ୍ଷେତ୍ର ପୁରୀରେ ଟ୍ରଲିରେ ବୁହାହେଲା ପର୍ଯ୍ୟଟକଙ୍କ ମୃତଦେହ । ଟ୍ରଲିରେ ହେଲା ଶେଷଯାତ୍ରା । ମୃତ ପର୍ଯ୍ୟଟକ ହେଲେ ମଧ୍ୟପ୍ରଦେଶ ସିନ୍ଧୁୱାଡାର ଧୁନି ୱାନ୍ଦେୱାର । ଦର୍ଶନ ସାରି ଟ୍ରେନରେ ଘରକୁ ଫେରୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା ।

ଟ୍ରେନରେ ପର୍ଯ୍ୟଟକଙ୍କ ମୃତ୍ୟୁ ହେବା ପରେ ପରିବାର ମୃତଦେହକୁ ଏକ ଟ୍ରଲିରେ ବୋହି ମଶାଣି ନେଉଥିଲେ । ତେବେ ପ୍ରଶାସନ ଅଧାବାଟରେ ମହାପ୍ରୟାଣ ଗାଡିର ବନ୍ଦୋବସ୍ତ କରିଥିଲା । ଏହାପରେ ସ୍ୱର୍ଗଦ୍ୱାରରେ ଶବସଂସ୍କାର କରାଯାଇଥିଲା । ଏହା ସହ ଦେଖନ୍ତୁ ଏହି ଭିଡିଓ :