ଯନ୍ତ୍ରଣାରେ ସଢୁଛି ଶୈଶବ! ୮ ବର୍ଷ ଧରି ଯନ୍ତ୍ରଣାରେ ଛଟପଟ ହେଉଛି ନବରଙ୍ଗପୁର ସିନ୍ଧିଗୁଡାର ଶିଶୁ ବଳଭଦ୍ର

34

କନକ ବ୍ୟୁରୋ : ଅସହାୟ ଓ ଦିବ୍ୟାଙ୍ଗ ଶିଶୁକୁୁ ମିଳିପାରୁନି ସରକାରୀ ସହାୟତା । ଦୀର୍ଘ ୮ ବର୍ଷ ଧରି ଯନ୍ତ୍ରଣାରେ ଛଟପଟ ହେଉଥିଲେ ମଧ୍ୟ ବଳଭଦ୍ରଙ୍କ ପାଇଁ ସରକାରୀ ସହାୟତା ପାଲଟିଛି ଯେମିତି ସାତସପନ । ଏଭଳି ସମସ୍ୟା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସିନ୍ଧିଗୁଡା ଗାଁରେ ।

ଦେଖନ୍ତୁ ଏହି ଭିଡିଓ –