ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଅଭାବନୀୟ ଘଟଣା : ଏମଫିଲ୍ ଛାତ୍ର ନୀଳକଂଠ ବେହେରାଙ୍କ ମୃତ୍ୟୁ

24

ବ୍ରହ୍ମପୁର ବ୍ୟୁରୋ, କନକ ନ୍ୟୁଜ୍ : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଅଘଟଣ । ହଷ୍ଟେଲ ଛାତରୁ ପଡି ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ର ଜଣକ ହେଉଛନ୍ତି ବାଲିଗୁଡା ଅଂଚଳର ନୀଳକଂଠ ବେହେରା । ସେ ବିଶ୍ୱବିଦ୍ୟାଳୟରେ ଏମଫିଲ୍  କରୁଥିଲେ । ନୀଳକଂଠ ବାହୁଦା ହଷ୍ଟେଲରେ ରହୁଥିଲେ ।