ମଣିଷପଣିଆର ମୃତ୍ୟୁ : ନବରଙ୍ଗପୁର ଡାବୁ ଗାଁରେ ୬ ବର୍ଷର ଶିଶୁକୁ ଦୁଷ୍କର୍ମ

67

minor rape in nabarangapurନବରଙ୍ଗପୁର : ପୁଣି ମଣିଷପଣିଆର ମୃତ୍ୟୁ ହୋଇଛି । କାମାନ୍ଧ ସଇତାନ ଆଗରେ ବଳି ପଡିଛି ନିରୀହ ଶିଶୁ । କହିଲା ବେଳେ ବି, ଦେହ ଶୀତେଇ ଉଠୁଛି ଏହି ଖବର । ନବରଙ୍ଗପୁର ଜିଲ୍ଲା ଡାବୁ ଗାଁ ଅଂଚଳରେ ଏକ ୬ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରିଛି ୬୫ ବର୍ଷୀୟ ବୃଦ୍ଧ ।

vlcsnap-2016-09-06-10h25m39s287ନାବାଳକ ଜଣକ ଖେଳୁଥିବା ବେଳେ ଖାଦ୍ୟର ଲୋଭ ଦେଖାଇ ବୃଦ୍ଧ ବନ୍ଧୁ ହରିଜନ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି । ମାମଲା ଥାନାରେ ପହଚିଂଥିବା ବେଳେ ଅଭିଯୁକ୍ତ ଫେରାର ହୋଇଯାଇଛି ।