ନୂଆ ଢ଼ଙ୍ଗରେ ଆସିଛି ସିନେମା ‘ମେରି ପ୍ୟାରୀ ବିନ୍ଦୁ’ର ଗୀତ ‘ଅଫିମୀ’!

121

ନୂଆ ଢ଼ଙ୍ଗରେ ଆସିଛି ସିନେମା ‘ମେରି ପ୍ୟାରୀ ବିନ୍ଦୁ’ ଗୀତ । ‘ଅଫିମୀ’ ଟାଇଟଲରେ ରିଲିଜ ହୋଇଛି ଏହି ନୂଆ ଗୀତ । ଗୀତରେ ରହିଛି ଆୟୁଷ୍ମାନ ଖୁରାନା ଓ ପରିଣୀତି ଚୋପ୍ରାଙ୍କ ରୋମାନ୍ସ । ଗାୟକରୁ ଅଭିନତା ହୋଇଥିବା ଅଭିତେନା ଆୟୁଷ୍ମାନ ଖୁରାନା ଏହି ଗୀତରେ କଣ୍ଠଦାନ କରିଛନ୍ତି ।

ପରିଣୀତି ମଧ୍ୟ ଏହି ଗୀତ ପାଇଁ କଣ୍ଠଦାନ କରିଛନ୍ତି । ବଲିଉଡରେ ରି-ମେକ୍ ଗୀତ ବେଶ ଜମୁଛି । ରୋମାଟିଂକ କାହାଣୀକୁ ନେଇ ନିର୍ମାଣ ହୋଇଥିବା ‘ମେରି ପ୍ୟାରୀ ବିନ୍ଦୁ’ ମେ ୧୨ରେ ରିଲିଜ୍ ହେବ । ଯେଉଁଥରେ ପରିଣୀତି ଜଣେ ଗାୟିକା ଓ ଆୟୁଷ୍ମାନ ଲେଖକ ଭୁମିକାରେ ଆସୁଛନ୍ତି ।