ମାଲକାନଗିରି : ମାଓବାଦୀଙ୍କ ଭୋଟ ବର୍ଜନ ଧମକ ପରେ ୧୭ଟି ବୁଥରେ ପଡିଲାନି ଭୋଟ

24

କନକ ବ୍ୟୁରୋ : ମାଲକାନଗିରିରେ ୧୭ଟି ବୁଥରେ ମତଦାନ ହୋଇପାରିନି । ନାକାମାମୁଡି ଗ୍ରାମପଂଚାୟତର ୧୭ଟି ବୁଥରେ ମତଦାନ ହୋଇନଥିବା ସୂଚନା ଦେଇଛନ୍ତି କୋରୁକୋଣ୍ଡା ବ୍ଲକ ନିର୍ବାଚନ ଅଧିକାରୀ । ନିର୍ବାଚନ ବର୍ଜନ ଲାଗି ମାଓବାଦୀ ଧମକ ପରେ ଭୋଟ ଗ୍ରହଣ ହୋଇପାରି ନାହିଁ ।