ଭୋଟ ପୂର୍ବରୁ ମାଓବାଦୀଙ୍କ ଲଙ୍କାକାଣ୍ଡ ! ଖପ୍ରାଖୋଲ କୁଲିଆମୁଣ୍ଡା ଠିକାଦାର କ୍ୟାମ୍ପରେ ପୋଡାଜଳା

31

କନକ ବ୍ୟୁରୋ : ଭୋଟ ପୂର୍ବରୁ ଲାଲବାହିନୀର ଲଙ୍କାକାଣ୍ଡ । ବଲାଙ୍ଗିର ଖପ୍ରାଖୋଲ କୁଲିଆମୁଣ୍ଡା ଠିକାଦାର କ୍ୟାମ୍ପରେ ପୋଡାଜଳା କରିଛନ୍ତି ମାଓବାଦୀ । ୧୦ରୁ ଅଧିକ ମାଓବାଦୀ କ୍ୟାମ୍ପରେ ପଶି ୩ଟି ଟ୍ରାକ୍ଟର, ଗୋଟିଏ ଜେସିବି ଓ ଗୋଟିଏ ରୋଲର ମେସିନ ପୋଡି ଦେଇଛନ୍ତି । କ୍ୟାମ୍ପରେ ପୋଡାଜଳା କରିବା ସହ ଭୋଟ ବର୍ଜନ କରିବା ପାଇଁ ଧମକ ଦେଇଛନ୍ତି ମାଓବାଦୀ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-