ପୁଣି ତେଜିଲା ଲୋୟର ସୁକତେଲ ପ୍ରକଳ୍ପ ବିବାଦ : କ୍ଷତିପୂରଣ ଦାବିରେ ବୁଡି ଅଂଚଳ ବାସିନ୍ଦାଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

30

କନକ ବ୍ୟୁରୋ : ପୁଣି ତେଜିଲା ଲୋୟର ସୁକତେଲ ପ୍ରକଳ୍ପ ବିବାଦ । ବଲାଙ୍ଗୀର ପରଧିଆପାଲ୍ଲୀ ମହିଳା ମହାସଂଘ ତରଫରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଛି । କ୍ଷତିପୂରଣ ଓ ଥଇଥାନ ଦାବିରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି ।

ଆସନ୍ତା ୧୦ ତାରିଖରେ ମୌସୁମୀ ଆଗମନକୁ ଦୃଷ୍ଟିରେ ଥଇଥାନ କରିବାକୁ ଦାବି କରିଛନ୍ତି ବୁଡି ଅଂଚଳ ବାସିନ୍ଦା । ମେ ୩୧ ସୁଦ୍ଧା ଦାବି ପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିଲା ଜିଲ୍ଲା ପ୍ରଶାସନ ।

ଦେଖନ୍ତୁ ଏହି ଭିଡ଼ିଓ –