ରିଲିଜ ହେବାକୁ ଯାଉଛି ହ୍ରିତିକଙ୍କ “କ୍ରିସ ୪’

17

ରାକେଶ ରୋଶନଙ୍କ ନିର୍ଦେଶିତ ଫିଲ୍ମ “କ୍ରିସ ୩’ ର ସଫଳତା ପରେ ଆଗାମି ଦିନରେ ରିଲିଜ ହେବାକୁ ଯାଉଛି “କ୍ରିସ ୪ ‘। ଏନେଇ ବୁଧବାର ଟୁଇଟ୍ କରି ଜଣାଇଛନ୍ତି ନିଜେ ହ୍ରିତିକ ରୋଶନ । ଏହା ଏକ ସୁପରହିରୋ ବେସଡ୍ ଫିଲ୍ମ ହୋଇଥିବା ବେଳେ ଲିଡ ରୋଲରେ ହ୍ରିତିକ ନଜର ଆସିବେ । ଏହି ଫିଲ୍ମଟିକୁ ୨୦୧୮ ଖ୍ରୀଷ୍ଟମାସରେ ରିଲିଜ କରିବାକୁ ଲକ୍ଷ୍ୟ ରଖିଛନ୍ତି ପ୍ରଡ୍ୟୁସର କମ ଡିରେକ୍ଟର ରାକେଶ ରୋଶନ ।