କୁଇନଙ୍କୁ ମିଳିଗଲା ପ୍ରିନ୍ସ ! ଏବେ ଡେଟିଂ ନୁହେଁ ବିବାହ କରିବାକୁ ଚାହାଁନ୍ତି କଙ୍ଗନା ରଣାୱତ୍

34

ନିଜ ସଂପର୍କକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ବଲିଉଡ କୁଇନ୍ କଙ୍ଗନା ରଣାୱତ ଏବେ ଖୁଲାସା କରିଛନ୍ତି କି ତାଙ୍କୁ ଜଣେ କେହି ଖାସ ମିଳି ଯାଇଛି , ଯାହାକୁ ସେ ବହୁତ ଭଲ ପାଆନ୍ତି । ଏହାସହ ସେ ଏକଥା ମଧ୍ୟ ସ୍ଫଷ୍ଟ କରିଛନ୍ତି ଯେ ସେ ଖାସଙ୍କ ସହ ଡେଟ କରିିବାକୁ ନୁହେଁ ବିବାହ କରିିବାକୁ ଚାହାଁନ୍ତି । କିନ୍ତୁ ସେ ଏକଥା ସ୍ଫଷ୍ଟ କରି ନାହାñନ୍ତି ସେହି ଖାସþ ଲୋକ ଜଣକ କିଏ ।

ଏହାସହ ସେ କହିଛନ୍ତି ଏମିତି ପାର୍ଟନର ସହ ବିିବାହ ସହ ସଂପର୍କରେ ରହିବା ଭଲ ଯିଏ ଆପଣଙ୍କ ଅତୀତ ବିଷୟରେ ଅବଗତ ଥିବେ ଏବଂ ଏମିତି ଜଣେ ତାଙ୍କୁ ମିଳି ଯାଇଛନ୍ତି । କଙ୍ଗନା ରଣାୱତଙ୍କ ନାମ ପୂର୍ବରୁ ଆଦିତ୍ୟ ପାଞ୍ଚୋଲୀ ,ଅଧ୍ୟାୟନ ସୁମନ୍ ଓ ହ୍ରିତିକ ରୋଶନଙ୍କ ପରି ବଡ ବଡ ବଲିଉଡ ତାରକାଙ୍କ ସହ ଯୋଡା ଯାଇଥିଲା ।

ଏହା ସହ ଦେଖନ୍ତୁ ବେଶ୍ୟାବୃତ୍ତିକୁ ଠେଲି ହୋଇ ଯାଇଥିଲେ ରଜନୀକାନ୍ତଙ୍କ ନାୟିକା! ଜାଣନ୍ତୁ କେମିତି ଥିଲା ଏହି ଲୋକପ୍ରିୟ ଅଭିନେତ୍ରୀଙ୍କ ଶେଷ ଜୀବନ