ଜିଓର ଜବରଦସ୍ତ ଅଫର ! ୨ବର୍ଷ ପୁର୍ତ୍ତି ଉପଲକ୍ଷେ ଜିଓ ଦେଉଛି ପ୍ରତିଦିନ ୨ଜିବି ମାଗଣା ଡାଟା, ଜାଣନ୍ତୁ କିପରି କରିବେ ବ୍ୟବହାର ।

82

ରିଲାଏନ୍ସ ଜିଓ ବଜାରକୁ ଆସିବାର ଆଜକୁ ଦୁଇ ବର୍ଷ ପୁରିଲା । ତେଣୁ ଏହି ଅବସରରେ କମ୍ପାନୀ ଡାରି ମିଲ୍କ ଅଫରକୁ ଛାଡି ଗ୍ରାହକମାନଙ୍କ ପାଇଁ ଜିଓ ସେଲିବ୍ରେସନ ପ୍ୟାକ ଉପସ୍ତାପନା କରିଛି । ଏହି ଅଫର ଅନୁଯାୟୀ ୟୁଜର୍ସଙ୍କୁ ୧୧ ସେପ୍ଟେମ୍ବର ୨୦୧୮ ଯାଏ ପ୍ରତିଦିନ ୨ଜିବି ଡାଟା ଦିଆଯିବାର ବ୍ୟବସ୍ଥା କରାଯାଇଛି । ଯଦି ଲାଗୁ ହୋଇଥିବା ଅଫରକୁ ଆଜି ଠାରୁ ହିସାବ କରାଯାଏ ତେବେ ଗ୍ରାହକଙ୍କୁ ୧୦ ଜିବି ଡାଟା ପ୍ରଦାନ କରାଯାଉଛି । ତେବେ ଆସନ୍ତୁ ଜାଣିବା ଜିଓ ସେଲିବ୍ରେସନ ଅଫରର ପୁରା ତାଲାକା ।

ଜିଓ ସେଲିବ୍ରେସନ ପ୍ୟାକକୁ କିପରି ନିଜ ମୋବାଇଲରେ ଓପନ କରିବେ ।

• ସର୍ବ ପ୍ରଥମେ ଆପଣଙ୍କୁ ମାଇ ଜିଓ ଆପକୁ ଜିବାକୁ ପଡିବ ।
• ଏହା ପରେ ମେନ୍ୟୁକୁ ଯାଇ ସେଠାରେ ମାଇ ପ୍ଲାନ ଉପରେ କ୍ଲିକ କରିବାରୁ ପଡିବ ।
• ଏହାପରେ ଭିଉ ପ୍ଲାନ ଉପରେ କ୍ଲିକ କରିବେ ।
• ଏଠାରେ ଆପଣଙ୍କୁ ପ୍ଲାନର ଡିଟେଲ୍ସ ମିଳିବ । ଏହା ସହିତ ଜିଓ ସେଲିବ୍ରେସନ ପ୍ୟାକ ମଧ୍ୟ ଦେଖିବାକୁ ମିଳିବ ।
• ଏଥିପାଇଁ ଆପଣଙ୍କୁ ମାଇ ଜିଓ ଆପକୁ ଅବଡେଟ କରିବାକୁ ପଡିବ ।
• ଯଦି ଏହି ପ୍ୟାକ ଆପଣଙ୍କ ଆକାଉଣ୍ଟରେ ସୋ କରୁନଥିବ ତେବେ ଖୁବ ଶିଘ୍ର ଜିଓ ଆପଣଙ୍କୁ ତା ଆକାଉଣ୍ଟରେ ଆଡ କରିଦେବ ।

ମାଇ ଜିଓ ଆପରେ ଦିାଯାଇଥିବା ନୂଆ ଅଫର ମୁତାବକ ଜିଓ ୟୁଜର୍ସଙ୍କୁ ୧ ଜିବା ଡାଟା ଦିଆଯିବ । ଏଥି ପାଇଁ ଆପଣଙ୍କୁ ସର୍ବ ପ୍ରଥମେ ଡ୍ୟାରି ମିଲ୍କ ଚକଲେଟ କିଣିବାକୁ ପଡିବ । ସେଥିରେ ଏକ ବାରକୋର୍ଡ ଦିଆଯାଇଥିବ । ଏବେ ଡ୍ୟାରିମିଲ୍କରେ ଦିଆଯାଇଥିବା ଡ୍ୟାରିମିଲ୍କ ର‌୍ୟାପରର ଚିତ୍ର ଉପରେ କ୍ଲିକ କରିବାକୁ ପଡିବ ।ଏପରି କରିବା ପରେ କ୍ୟାମେରା ଓପନ ହୋଇଯିବ । ପରେ ର‌୍ୟାପରେ ଦିଆଯାଇଥିବା ବାରକୋର୍ଡକୁ ସ୍କାନ କରିବାକୁ ପଡିବ । ଏହା କରିବା ଦ୍ୱାରା ଆପଣଙ୍କୁ ଫ୍ରି ଡାଟା ମିଳିଯିବ ।