ଏଇ ଆମ ଜନନୀ ସୁରକ୍ଷା !

18

ଓଡିଶାରେ ପ୍ରସୂତିଙ୍କ ଅବସ୍ଥା କଣ । କେତେ ସୁରକ୍ଷିତ ମା ଓ ତାର ଶିଶୁ । ପ୍ରସୂତିଙ୍କୁ ମିଳୁଛି କି ସଠିକ୍ ଚିକିତ୍ସା । ସରକାର କହୁଛନ୍ତି ପ୍ରସୂତିଙ୍କ ସୁରକ୍ଷା ଲାଗି ସରକାର ସଚେତନ । ଠିକ୍ କାମ କରୁଛି ମମତା ଯୋଜନା । ୧୦୮ ଆମ୍ବୁଲାନ୍ସ ଅଛି । ହେଲେ ଏମିତି କିଛି ଦୃଶ୍ୟ ଆଉ ଘଟଣା ଯାହା ଆପଣଙ୍କୁ ଭାବିବାକୁ ବାଧ୍ୟ କରିଦେବ ଆଉ ଯାହାକୁ ନେଇ ଆଜିର ସ୍ପେଶାଲ ରିପୋର୍ଟ “ଏଇ ଆମ ଜନନୀ ସୁରକ୍ଷା’ !