ରେଳ ବିଭାଗରେ ନିଯୁକ୍ତି ଘୋଷଣା : ଆଶାୟୀ ପ୍ରାର୍ଥୀଙ୍କ ଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି

83

ଆପଣ ସରକାରୀ ଚାକିରି କରିବାକୁ ଆଶା ରଖିଛନ୍ତି କି ? ଆପଣଙ୍କ ପାଇଁ ଏକ ଖୁସି ଖବର । ବହୁ ଦିନ ପରେ ଭାରତୀୟ ରେଳବିଭାଗ ବହୁ ସଂଖ୍ୟାରେ ନିଯୁକ୍ତି ଦେବାକୁ ଯାଉଛନ୍ତି । ଭାରତୀୟ ରେଳୱେ ଆସିଷ୍ଟାଂଟ ଲୋକ ପାଇଲଟ ଓ ଟେକ୍ସିସିଆନ୍ ପଦରେ ୨୬୫୦୨ଟି ଖାଲି ପଦରେ ନିଯୁକ୍ତି ଘୋଷଣା କରିଛନ୍ତି । ଏଥିପାଇଁ ଆଶାୟୀ ପ୍ରାର୍ଥୀଙ୍କ ଠାରୁ ଦରଖାସ୍ତ ଆହ୍ୱାନ କରିଛନ୍ତି ।

ପ୍ରାର୍ଥୀ ଗୋଟିଏରୁ ଅଧିକ ଆବେଦନ କରିପାରିବେ ନାହିଁ । ଯଦି ଏପରି କିଏ କରିଥାନ୍ତି ତ ଆବେଦନ ପତ୍ରକୁ ନାକଚ କରିଦିଆଯିବ ।

ଆବେଦନର ଆରମ୍ଭ ତାରିଖ : ୩ ଫେବୃୟାରୀ,୨୦୧୮

ଆବେଦନର ଶେଷ ତାରିଖ : ୫ମାର୍ଚ୍ଚ , ୨୦୧୮

ଆବଶ୍ୟକୀୟ ଯୋଗ୍ୟତା –
ଆସିଷ୍ଟାଂଟ ଲୋକ ପାଇଲଟ : ଦଶମ ପାସ୍ ସହ ଆଇଟିଆଇ ଟ୍ରେଡ୍ସ
ଆୟୁ ସୀମା : ପ୍ରାର୍ଥୀଙ୍କ ବୟସ ଅତି କମରେ ୧୮ ବର୍ଷ ଓ ଅଧିକତମ ଭାବେ ୨୮ ବର୍ଷ ବୟସ ହୋଇଥିବା ଦରକାର ।

(ସୌଜନ୍ୟ- ନବଭାରତ ଟାଇମ୍ସ )