ମୋବାଇଲରେ ଇଣ୍ଟରନେଟ୍ ସ୍ଲୋ ହେଉଛି କି ? ଡାଉନଲୋଡ଼ କରନ୍ତୁ ଏହି ଆପ୍

35

ଯଦି ଆପଣ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି, ତେବେ ସ୍ଲୋ ଇଣ୍ଟରାନଟ କନକ୍ସେନ ପାଇଁ ଆପଣ ମଧ୍ୟ ନିଶ୍ଚୟ ଅସୁବିଧା ଭୋଗୁଥିବେ । ଅନେକ ଥର ଆପଣଙ୍କ ୪ଜି ଇଣ୍ଟରନଟେ୍ ଫୋନ ମଧ୍ୟ ୨ ଜି ପରି କାମ କରେ । ଏପରି ସ୍ଥିତିିରେ ଆମେ ସର୍ଭିସ ପ୍ରୋଭାଇଡ଼ର କମ୍ପାନୀ ଉପରେ ରାଗ ଶୁଝାନ୍ତି । ଆପଣ ଜାଣନ୍ତିି କିଛି ଏପରି ଆପ୍ ଅଛି, ଯାହା ଆପଣଙ୍କ ଇଣ୍ଟରନେଟ୍ ବେଗକୁ ବଢ଼ାଇବାରେ ସାହାଯ୍ୟ କରେ ।

ଏହି ସବୁ ଆପ୍ ଗୁଡ଼ିକ ଆପଣଙ୍କୁ ଗୁଗୁଲ ପ୍ଲେଷ୍ଟୋଟରରେ ହିଁ ମଳିଯିବ । ଏହି ଆପ୍ ଆପଣଙ୍କ ଫୋନରେ ଥିବା ଆପକୁ ଅପ୍ଟିମାଇଜ କରନ୍ତି ଓ ଫୋନର ବ୍ୟାକଗ୍ରାଉଣ୍ଡରେ ଚାଲିଥିବା ଆପକୁ ବନ୍ଦ କରିଦିଅନ୍ତି । ଯାହାଦ୍ୱାରା ଡାଟାଲୋଡ଼ କମ୍ ହୁଏ ଓ ଆପେଆପେ ଇଣ୍ଟରନେଟ ବେଗ ବଢ଼ିଯାଏ । ଏହି ଆପ୍ ଗୁଡ଼ିକ ଆପଣଙ୍କ ଫୋନର କ୍ୟାସ୍ ମେମୋରୀକୁ ମଧ୍ୟ କମ୍ କରିଥାଏ । ଏହାସହ ଏହି ଆପ୍ ଆପଣଙ୍କ ଫୋନରେ କନେକ୍ଟ ହୋଇଥିବା ୱାଇଫାନ ଓ ମୋବାଇଲ ଡାଟାର ବେଗ ବଢ଼ାଏ ।

ଇଣ୍ଟରନେଟ୍ ବୁଷ୍ଟର ଓ ଅପ୍ଟିମାଇଜର- ଏମିତି ଏକ ଆପର ନାମ ହେଲା ଇଣ୍ଟରନେଟ୍ ବୁଷ୍ଟର ଓ ଅପ୍ଟିମାଇଜର । ଏହି ଆପ୍ ଆପଣଙ୍କୁ ସୁବିଧାରେ ଗୁଗୁଲ ପ୍ଲେଷ୍ଟୋରରେ ମଳିଯିବ ।

ଫାଷ୍ଟର ଇଣ୍ଟରନେଟ ୨ଏକ୍ସ – ଏହି ଆପ ଆପଣଙ୍କୁ ୯ଆପ୍ସରେ ମିଳିବ । ଏହି ଆପ ଗୁଗୁଲ ପ୍ଲେଷ୍ଟୋରରେ ଉପଲବ୍ଧ ନୁହଁ ।

ଫ୍ରି ଇଣ୍ଟରନେଟ ସ୍ପିଡ଼ ବୁଷ୍ଟର – ଏହି ଆପକୁ ଆପଣ ଗୁଗଲ ପ୍ଲେଷ୍ଟୋରେ ଡାଇନଲୋଡ଼ କରିପାରିବେ ।

ଇଣ୍ଟରନେଟ୍ ସ୍ପିଡ଼ ମିଟର ଲାଇଟ୍ – ଏହି ଆପ ମଧ୍ୟ ପ୍ଲେଷ୍ଟୋରରେ ଉପଲବ୍ଧ ।